ETV Bharat / city

ରାଜ୍ୟରୁ ଦିନକରେ 7002 ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

author img

By

Published : Jun 6, 2021, 8:54 AM IST

ଆଜି(ରବିବାର) 7ହଜାର 2ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1167ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧି୍କ ପଢନ୍ତୁ...

ଦିନକରେ 7002 ନୂଆ ଆକ୍ରାନ୍ତ ଚିହ୍ନଟ
ଦିନକରେ 7002 ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମିବାରେ ଲାଗୁଛି ଦୈନିକ ସଂକ୍ରମଣ । ଜୁନ ମାସରେ ସଂକ୍ରମଣରେ ହ୍ରାସ ଘଟିବା ନେଇ ହୋଇଥିବା ଆକଳନ ସତ ହୋଇଛି । ଆଜି(ରବିବାର) 7 ହଜାର 2ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1167ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ ଆଜି ରାଜ୍ୟରେ ସର୍ବାଧିକ 42 ଜୀବନ ନେଇଛି କୋରୋନା । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2994କୁ ବୃଦ୍ଧି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 3ହଜାର 921ଜଣ ଚିହ୍ନଟ ହୋଇଥିବାବେଳେ 3ହଜାର 81ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 388, ବାଲେଶ୍ବରରୁ 331,ବଲାଙ୍ଗୀରରୁ 89, ବରଗଡରୁ 117,ଭଦ୍ରକରୁ 267, ବୌଦ୍ଧରୁ 134, କଟକରୁ 771, ଦେଓଗଡରୁ 64, ଢେଙ୍କାନାଳରୁ 106, ଗଜପତିରୁ 48, ଗଞ୍ଜାମରୁ 74, ଜଗତସିଂହପୁରରୁ 232, ଯାଜପୁରରୁ 486, ଝାରସୁଗୁଡାରୁ 97ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 103,କନ୍ଧମାଳରୁ 3, କେନ୍ଦ୍ରପଡାରୁ 188, କେନ୍ଦୁଝରରୁ 148,କୋରାପୁଟରୁ 158, ମାଲକାନଗିରିରୁ 95, ମୟୂରଭଞ୍ଜରୁ 370, ନବରଙ୍ଗପୁରରୁ 198, ନୟାଗଡରୁ 196, ନୂଆପଡାରୁ 28,ପୁରୀରୁ 306, ରାୟଗଡାରୁ 222,ସମ୍ବଲପୁରରୁ 107,ସୋନପୁରରୁ 59,ସୁନ୍ଦରଗଡରୁ 243 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 207ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ 8ଲକ୍ଷ 13ହଜାର 96ଜଣ ସଂକ୍ରମିତ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ 78ହଜାର 31ଟି ସକ୍ରିୟ ମାମଲା ରହିଛି । ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଥିଲେ ବି ବିପତ୍ତ ଟଳିନାହିଁ । ଚେନରେ ବ୍ରେକ ଦେବାକୁ ଜୁନ 17 ପର୍ଯ୍ୟନ୍ତ ଲକଡାଉନକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରର ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.