ETV Bharat / city

ବେକାବୁ କୋରୋନା; ଆଜି ରାଜ୍ୟରେ ତିନି ହଜାର ଟପିଲା ସଂକ୍ରମଣ

ପୁଣି ଭୟାନକ ସ୍ଥିତିରେ କୋରୋନା । ଆଜି ରାଜ୍ୟରେ ମୋଟ 3108ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 16, 2021, 8:36 AM IST

Updated : Apr 16, 2021, 9:27 AM IST

ବେକାବୁ କୋରୋନା
ବେକାବୁ କୋରୋନା

ଭୁବନେଶ୍ବର: ପୁଣି ଭୟଙ୍କର ସ୍ଥିତିରେ କୋରୋନା । ରାଜ୍ୟରେ ଉପରମୁହାଁ ହୋଇଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 3108 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 1806 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 1302ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 534ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 44ଜଣ, ବାଲେଶ୍ବରରୁ 151ଜଣ, ବରଗଡରୁ 132ଜଣ, ବଲାଙ୍ଗୀରରୁ 133ଜଣ, ଭଦ୍ରକରୁ 53ଜଣ, ବୌଦ୍ଧରୁ 9ଜଣ, କଟକରୁ 163ଜଣ, ଦେଓଗଡରୁ 19ଜଣ, ଢେଙ୍କାନାଳ 16ଜଣ, ଗଜପତିରୁ 18ଜଣ, ଗଞ୍ଜାମରୁ 55ଜଣ, ଯାଜପୁରରୁ 75ଜଣ, ଜଗତସିଂହପୁରରୁ 29ଜଣ, ଝାରସୁଗୁଡାରୁ 89ଜଣ, କଳାହାଣ୍ଡିରୁ 55ଜଣ, କନ୍ଧମାଳରୁ 10ଜଣ, କେନ୍ଦ୍ରାପଡାରୁ 22ଜଣ, କେନ୍ଦୁଝରରୁ 105ଜଣ, ଖୋର୍ଦ୍ଧାରୁ 534ଜଣ, କୋରାପୁଟରୁ 23ଜଣ, ମୟୂରଭଞ୍ଜରୁ 71ଜଣ,ମାଲକାନଗିରିରୁ 3ଜଣ, ନୟାଗଡରୁ 15ଜଣ, ନବରଙ୍ଗପୁରରୁ 156ଜଣ, ନୂଆପଡାରୁ 140ଜଣ, ପୁରୀରୁ 114ଜଣ, ରାୟଗଡାରୁ 38ଜଣ, ସମ୍ବଲପୁରରୁ 153ଜଣ,ସୁନ୍ଦରଗଡରୁ 523ଜଣ, ସୋନପୁରରୁ 42ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 118ଜଣ ଚିହ୍ନଟ ହୋଇଛନ୍ତି ।

ତିନି ହଜାର ଟପିଲା ସଂକ୍ରମଣ
ତିନି ହଜାର ଟପିଲା ସଂକ୍ରମଣ

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 361450 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ16889 ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 342570ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର 9528182 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ସୁନ୍ଦରଗଡ ଓ ଖୋର୍ଦ୍ଧାକୁ ରେଡ୍ ୱାର୍ଣ୍ଣିଂରେ ରଖାଯାଇଥିଲା ବେଳେ 9ଟି ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2021, 9:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.