ETV Bharat / city

କଂଗ୍ରେସ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତ: ଦେବାଶିଷ ପଟ୍ଟନାୟକ - ଡିଜିଟାଲ ପ୍ରଚାର କରିବୁ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ

ପ୍ରାର୍ଥୀପତ୍ର କାଏମ ଏବଂ ଡିଜିଟାଲ ପ୍ରଚାର ପ୍ରସଙ୍ଗରେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକଙ୍କ ପ୍ରତିକ୍ରିୟା । କଂଗ୍ରେସର 8ଟି ଜିଲ୍ଲା ପରିଷଦ ସିଟରେ ପ୍ରାର୍ଥୀପତ୍ର ନାକଚ ହୋଇଛି । ଅଧିକ ପଢନ୍ତୁ

debasish patnaik  reaction for panchayat poll and digital campaign
କଂଗ୍ରେସ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତ: ଦେବାଶିଷ ପଟ୍ଟନାୟକ
author img

By

Published : Jan 26, 2022, 9:26 PM IST

ଭୁବନେଶ୍ବର: ପ୍ରାର୍ଥୀପତ୍ର କାଏମ ଏବଂ ଡିଜିଟାଲ ପ୍ରଚାର ପ୍ରସଙ୍ଗରେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକଙ୍କ ପ୍ରତିକ୍ରିୟା । କଂଗ୍ରେସର 8ଟି ଜିଲ୍ଲା ପରିଷଦ ସିଟରେ ପ୍ରାର୍ଥୀପତ୍ର ନାକଚ ହୋଇଛି । ସତ୍ୟବାଦୀରେ 6ଟି ଏବଂ ଯୋଡ଼ାରେ 2ଟି ସ୍ଥାନରେ ପ୍ରାର୍ଥୀପତ୍ର ଦେଇ ପାରିନି କଂଗ୍ରେସ ।

କଂଗ୍ରେସ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତ: ଦେବାଶିଷ ପଟ୍ଟନାୟକ

ତେବେ 8ଶହ 45 ସିଟରେ କଂଗ୍ରେସ ଲଢ଼େଇ କରିବ । ଉଭୟ ବିଜେଡି ବିଜେପି ସରକାରଙ୍କ ବିଫଳତା ପ୍ରସଙ୍ଗ ନେଇ ରାଜ୍ୟ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ହାତେଇବ ବୋଲି ଆଶା ରଖିଛି । ତେବେ ଡିଜିଟାଲ ପ୍ରଚାରକୁ ନେଇ ମଧ୍ୟ କଂଗ୍ରେସ ଉତ୍ସାହିତ ରହିଛି ।

ସେହିପରି ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଞ୍ଚିବା । ଏଣୁ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ଆଶା କରିଛି କଂଗ୍ରେସ ବରଂ ବିଜେଡି ଏବଂ ବିଜେପିର ଭୋଟ ହାର ଭାଗ ହେବାର ସମ୍ଭାବନା ରହିଛି । କଂଗ୍ରେସର ଭୋଟ ବ୍ୟାଙ୍କ ପ୍ରଭାବିତ ହେବ ନାହିଁ ବୋଲି କହିଛନ୍ତି ଦେବାଶିଷ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.