ETV Bharat / city

Municipal Election: ଆରମ୍ଭ ହେଲା ପ୍ରକ୍ରିୟା, OBCଙ୍କ ପାଇଁ ରହିବନି ସଂରକ୍ଷଣ

ପୌର ନିର୍ବାଚନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିରେ ୱାର୍ଡର ପୁଣି ସୀମା ନିର୍ଦ୍ଧାରଣ କରାଯିବାକୁ ରହିଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ

Municipal Election: ଆରମ୍ଭ ହେଲା ପ୍ରକ୍ରିୟା, OBCଙ୍କ ପାଇଁ ରହିବନି ସଂରକ୍ଷଣ
Municipal Election: ଆରମ୍ଭ ହେଲା ପ୍ରକ୍ରିୟା, OBCଙ୍କ ପାଇଁ ରହିବନି ସଂରକ୍ଷଣ
author img

By

Published : Jan 3, 2022, 1:47 PM IST

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ନଗର ଉନ୍ନୟନ ବିଭାଗ । ଏ ନେଇ ସବୁ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ । ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଣସିଡ୍ୟୁଲ ଅଞ୍ଚଳରେ OBCଙ୍କ ପାଇଁ ସଂରକ୍ଷଣ ରହିବନି ବୋଲି ସୂଚନା ଦିଆଯାଇଛି ।

Municipal Election: ଆରମ୍ଭ ହେଲା ପ୍ରକ୍ରିୟା, OBCଙ୍କ ପାଇଁ ରହିବନି ସଂରକ୍ଷଣ
Municipal Election: ଆରମ୍ଭ ହେଲା ପ୍ରକ୍ରିୟା, OBCଙ୍କ ପାଇଁ ରହିବନି ସଂରକ୍ଷଣ

ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ଦ୍ଵାରା ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, 2011 ଜନଗଣନା ଅନୁଯାୟୀ ହେବ ସୀମା ପୁନଃ ନିର୍ଦ୍ଧାରଣ । ଏହି ଅନୁସାରେ 5 ମହାନଗର ନିଗମ ଓ 107 ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ ହେବ । ଚିଠିରେ ଦର୍ଶାଯାଇଛି ଯେ, ଅଣସିଡ୍ୟୁଲ ଅଞ୍ଚଳରେ ପଛୁଆ ବର୍ଗ(OBC)ଙ୍କ ପାଇଁ ରହିବନି ସଂରକ୍ଷଣ । ଜାନୁଆରୀ 5 ତାରିଖ ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ପ୍ରକାଶ କରାଯିବ ।

Municipal Election: ଆରମ୍ଭ ହେଲା ପ୍ରକ୍ରିୟା, OBCଙ୍କ ପାଇଁ ରହିବନି ସଂରକ୍ଷଣMunicipal Election: ଆରମ୍ଭ ହେଲା ପ୍ରକ୍ରିୟା, OBCଙ୍କ ପାଇଁ ରହିବନି ସଂରକ୍ଷଣ

ଏହା ବି ପଢନ୍ତୁ: ଓମିକ୍ରନ ସଂକ୍ରମଣ କ୍ଷମତା ଅଧିକ ଥିବାରୁ ରାଜ୍ୟ ପାଇଁ ଚିନ୍ତାଜନକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ସେହିପରି ଜାନୁଆରୀ 7 ସୁଦ୍ଧା ପ୍ରକାଶ ପାଇବ ଚିଠା ତାଲିକା । ମୁନିସିପାଲିଟି, NAC ପାଇଁ ଆଜି(ସୋମବାର)ଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାନୁଆରୀ 12 ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି । ଜାନୁଆରୀ 13ରେ ସୀମା ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.