ETV Bharat / city

କୃଷି ଓଡିଶା ଉତ୍ସବ ଉଦଘାଟିତ; ଚାଷୀଙ୍କ ଆୟବୃଦ୍ଧିକୁ ଗୁରୁତ୍ବ - କାଳିଆ ଯୋଜନା

ଆରମ୍ଭ ହେଲା କୃଷି ଓଡିଶା ଉତ୍ସବ । ଚାଷୀଙ୍କ ଆୟ ବୃଦ୍ଧିକୁ ଗୁରୁତ୍ବ ଦେବାସହ ବଜାର ଉପଲବ୍ଧ କରାଇବା ପାଇଁ ସରକାର ଗୁରୁତ୍ବ ଦେଇଛନ୍ତି ।

କୃଷି ଓଡିଶା ଉତ୍ସବ ଉଦଘାଟିତ
କୃଷି ଓଡିଶା ଉତ୍ସବ ଉଦଘାଟିତ
author img

By

Published : Jan 20, 2020, 11:12 PM IST

ଭୁବନେଶ୍ବର: ସୋମବାର ଠାରୁ ଆରମ୍ଭ ହୋଇଛି କୃଷି ଓଡିଶା ଉତ୍ସବ। ଜନତା ମୈଦାନରେ ଆୟୋଜିତ ଏହି ଉତ୍ସବ ଅନୁଷ୍ଠିତ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

କୃଷି ଓଡିଶା ଉତ୍ସବ ଉଦଘାଟିତ; ଚାଷୀଙ୍କ ଆୟବୃଦ୍ଧିକୁ ଗୁରୁତ୍ବ

ଉତ୍ସବକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀ ତଥା ଚାଷର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛୁ । କାଳିଆ ଯୋଜନା ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ‘କୃଷି ନୀତି ସମୃଦ୍ଧି’ ଉନ୍ମୋଚନ କରିଛନ୍ତି। ଏଥିରେ ୩ଟି ଦିଗ ପ୍ରତି ଗୁରୁତ୍ବ ଦିଆଯାଇଛି । ନୂଆ ଜ୍ଞାନକୌଶଳ ବ୍ୟବହାର କରି ଚାଷୀଙ୍କ ଉତ୍ପାଦନ ବଢାଇବା, ଅଣ ଧାନ ଫସଲ କରି ଚାଷୀଙ୍କ ଆୟ ବଢାଇବା ସହ ଚାଷୀର ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ଉପରେ ଗୁରୁତ୍ବ ଦିଆଯାଇଛି ।

କୃଷି ନୀତି 2020କୁ 3 ଭାଗରେ ବିଭକ୍ତ କରାଯାଇଛି।

1- ଚାଷୀ ମାନେ କିଭଳି ଭାବରେ ଧାନକୁ ବେଶୀ ସମୟ ନଦେଇ ଅନ୍ୟ ଚାଷ ଉପରେ ଅଧିକ ଗୁରୁତ୍ବ ଦେବେ ବା ଆକର୍ଷିତ ହେବେ। ଯାହା ଫଳରେ ଅନ୍ୟ ଚାଷ କ୍ଷେତ୍ରରେ ଚାଷୀ ମାନଙ୍କ ଅନ୍ୟ ଚାଷ କ୍ଷେତରେ ଲାଭଦାୟକ ହୋଇପାରିବେ।

2- ଚାଷୀ ମାନେ କିଭଳି ନୂତନ ଆକାରରେ ଟେକ୍ନୋଲୋଜି ବ୍ୟବହାର କରିପାରିବେ ସେନେଇ ମଧ୍ୟ ଚାଷୀ ମାନଙ୍କ ପ୍ରତି ସଚେତନ କରାଯାଉଛି। ଯାହା ଫଳରେ ଅଧିକରୁ ଅଧିକ ଭାବରେ ଲାଭଦାୟକ ହୋଇପାରିବେ। ଏହି ଟେକ୍ନୋଲୋଜି କୃଷକ ମାନଙ୍କର ଲାଭ ପାଇଁ ବ୍ୟବହାର କରାଯିବ।

3- ଯେଉଁ ଚାଷକୁ ନେଇ କୃଷକ ମାନେ ବଜାରରେ ବିକ୍ରି କରୁଛନ୍ତି। ସେହି ଫସଲକୁ କିଭଳି ଭାବରେ ବଜାରରେ ଅଧିକ ବିକ୍ରି କରାଯିବ ସେନେଇ ମଧ୍ୟ ବଜାରର ବିକାଶ କରାଯିବ। ଚାଷୀ ମାନେ ଆଗାମୀ 5 ବର୍ଷ ଭିତରେ କୃଷକ ମାନେ ଯେପରି ଲାଭବାନ ହୋଇପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କୃଷି ନୀତି 2020, କୃଷକ ମାନଙ୍କ ପାଇଁ 3 ଟି ମୂଳ ଲକ୍ଷ୍ୟ।

ଆଜି ଠାରୁ ଆରମ୍ଭ ଅନୁଷ୍ଠିତ ହୋଇଛି କୃଷି ଓଡିଶା। କୃଷି ନୀତି 2020 ରେ ଚାଷୀମାନଙ୍କୁ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ବ୍ୟବହାର ଉପରେ ଗୁରୁମନ୍ତ୍ର ଦିଆଯାଇଛି। ତେବେ ରାଜ୍ୟ ସ୍ତରୀୟ କୃଷି ପ୍ରଦର୍ଶନୀରେ ଭାଗ ନେଇଛନ୍ତି ଦେଶବିଦେଶର 112 ଟି କମ୍ପାନୀ। ଆଧୁନିକ କୃଷି ପ୍ରଣାଳୀ ଓ ନୂତନ ଜ୍ଞାନ କୌଶଳ ବାବଦରେ ଚାଷୀଙ୍କୁ କରାଯିବ ଅବଗତ।

Body:
କୃଷି ନୀତି 2020 ର ମୂଳ ଲକ୍ଷ 3 ଭାଗରେ ବିଭକ୍ତ କରାଯାଇଛି।
1. ଚାଷୀ ମାନେ କିଭଳି ଭାବରେ ଧନ କୁ ବେସି ସମୟ ନଦେଇ ଅନ୍ୟ ଚାଷ ଉପରେ ଅଧିକ ଗୁରୁତ୍ୱ ଦେବେ ବା ଆକର୍ଷିତ ହେବେ। ଯାହା ଫଳରେ ଅନ୍ୟ ଚାଷ କ୍ଷେତ୍ରରେ ଚାଷୀ ମାନଙ୍କର ଅନ୍ୟ ଚାଷ କ୍ଷେତରେ ଲାଭଦାୟକ ହୋଇପାରିବେ।
2. ଚାଷୀ ମାନେ କିଭଳି ନୂତନ ଆକାରରେ ଟେକ୍ନୋଲୋଜି ବ୍ୟବହାର କରିପାରିବେ। ସେନେଇ ମଧ୍ୟ ଚାଷୀ ମାନଙ୍କ ପ୍ରତି ସଚେତନ କରାଯାଉଛି। ଯାହା ଫଳରେ ଅଧିକରୁ ଅଧିକ ଭାବରେ ଲାଭଦାୟକ ହୋଇପାରିବେ। ଏହି ଟେକ୍ନୋଲୋଜି କୃଷକ ମାନଙ୍କର ଲାଭ ପାଇଁ ବ୍ୟବହାର କରାଯିବ।
3. ଯେଉଁ ଚାଷକୁ ନେଇ କୃଷକ ମାନେ ବଜାରରେ ବିକ୍ରି କରୁଛନ୍ତି। ସେହି ଚାଷ କୁଡିକ କିଭଳି ଭାବରେ ବଜାରରେ ଅଧିକ ବିକ୍ରି କରାଯିବ ସେନେଇ ମଧ୍ୟ ବଜାରର ବିକାଶ କରାଯିବ। ଚାଷୀ ମାନେ ଆଗାମୀ 5 ବର୍ଷ ଭିତରେ କୃଷକ ମାନେ ଯେପରି ଲାଭବାନ ହୋଇପାରିବେ।

Byte- ସୌରଭ ଗର୍ଗ, ପ୍ରମୁଖ ଶାସନ ସଚିବ କୃଷି ଓ କୃଷକ ସଶକ୍ତିକରଣ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.