ETV Bharat / city

Municipal Election: ମେୟର ପଦ ସଂରକ୍ଷଣ ନେଇ ଚୂଡାନ୍ତ ତାଲିକା ପ୍ରକାଶ

author img

By

Published : Jan 29, 2022, 9:10 AM IST

ପୌର ନିର୍ବାଚନ ନେଇ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ତିନି ମହାନଗର ନିଗମ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ସଂରକ୍ଷଣ ତାଲିକା । ଅଧିକ ପଢନ୍ତୁ

Municipal Election: ମେୟର ପଦ ସଂରକ୍ଷଣ ନେଇ ଚୂଡାନ୍ତ ତାଲିକା ପ୍ରକାଶ
Municipal Election: ମେୟର ପଦ ସଂରକ୍ଷଣ ନେଇ ଚୂଡାନ୍ତ ତାଲିକା ପ୍ରକାଶ

ଭୁବନେଶ୍ବର: ପୌର ନିର୍ବାଚନ ନେଇ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ତିନି ମହାନଗର ନିଗମ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ସଂରକ୍ଷଣ ତାଲିକା । ମେୟର ପଦ ସଂରକ୍ଷଣ ସହ ବ୍ରହ୍ମପୁର, କଟକ ଓ ଭୁବନେଶ୍ବର ମହାନଗର ନିଗମର ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି ।

ବ୍ରହ୍ମପୁରରୁ ମୋଟ୍ ୪୨ଟି ୱାର୍ଡରୁ ୨୩ଟି ୱାର୍ଡ ସଂରକ୍ଷିତ ରହିଥିବାବେଳେ କଟକରେ ମୋଟ୍ ୫୯ଟି ୱାର୍ଡରୁ ୩୩ଟି ୱାର୍ଡ ଏବଂ ଭୁବନେଶ୍ବରର ୬୭ଟି ୱାର୍ଡରୁ ୩୮ଟି ସଂରକ୍ଷିତ ରଖାଯାଇଛି । ଭୁବନେଶ୍ବର ମହାନଗର ନିଗମ ମେୟର ପଦ ମହିଳା ପାଇଁ ସଂରକ୍ଷିତ ରହିଛି । ସେହିପରି ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । କଟକ ମହାନଗର ନିଗମ ମେୟର ପଦ ଅଣସଂରକ୍ଷିତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.