ETV Bharat / city

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିବ ବିଦ୍ୟୁତ, ଆନ୍ଧ୍ରରୁ ଆସିଲା ସ୍ବତନ୍ତ୍ର ଡିଜି ସେଟ - ସ୍ବତନ୍ତ୍ର ଡିଜି ସେଟ

ବାତ୍ୟା ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ ସେବା ପହଞ୍ଚାଇବା ପାଇଁ ଆନ୍ଧ୍ରରୁ ସ୍ବତନ୍ତ୍ର ଡିଜି ସେଟ ରାଜଧାନୀରେ ପହଞ୍ଚିଛି । ଅଧିକ ପଢନ୍ତୁ...

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିବ ବିଦ୍ୟୁତ, ଆନ୍ଧ୍ରରୁ ଆସିଲା ସ୍ବତନ୍ତ୍ର ଡିଜି ସେଟ

author img

By

Published : May 26, 2021, 12:39 PM IST

ଭୁବନେଶ୍ବର: ଭଦ୍ରକର ଧାମରା ଓ ବାଲେଶ୍ବର ଠାରେ ଜାରି ରହିଛି ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଦିନ 1ଟା ଯାଏଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ହେବାକୁ ଥିବା ବେଳେ କ୍ଷୟକ୍ଷତି ମଧ୍ୟ କରିବ । ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚାଇବା ପାଇଁ ଆନ୍ଧ୍ରରୁ ରାଜଧାନୀ ଭୁବନେଶ୍ବରରେ 30ଟି ଡିଜି ସେଟ ଆସି ପହଞ୍ଚିଛି । ଏସଆରସି କ୍ଷୟକ୍ଷତି ଆକଳନ କରି ନିର୍ଦ୍ଦେଶ ଦେବା ପରେ ପ୍ରଭାବିତ ଅଞ୍ଚଳକୁ ଏହି ଡିଜି ପଠାଯାଇ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିବ ବିଦ୍ୟୁତ, ଆନ୍ଧ୍ରରୁ ଆସିଲା ସ୍ବତନ୍ତ୍ର ଡିଜି ସେଟ

ଭୁବନେଶ୍ବରରେ ଆନ୍ଧ୍ରରୁ ଟ୍ରକ ଯୋଗେ ଆସି ଏହି ଡିଜିଗୁଡିକ ପହଞ୍ଚିଛି । ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଅଧିକ ପ୍ରଭାବିତ ଅଞ୍ଚଳ ସହିତ ଅନ୍ୟ ପ୍ରଭାବିତ ଅଞ୍ଚଳକୁ ମଧ୍ୟ ସରକାର ପଠାଯିବ । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ପରେ ଲୋକମାନେ ଅନେକ ସମସ୍ୟା ସମ୍ମୁଖୀନ କରିଥାନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଏହି ଡିଜି ସେଟକୁ ଆଣିଛନ୍ତି । ତେବେ ଏସଆରସିଙ୍କ କ୍ଷୟକ୍ଷତି ଆକଳନ ପରେ ଖୁବଶୀଘ୍ର ପ୍ରଭାବିତ ଅଞ୍ଚଳକୁ ଏହି ସ୍ବତନ୍ତ୍ର ସେଟକୁ ପଠାଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.