ETV Bharat / city

ଭୁବନେଶ୍ବରରେ ପହଁଞ୍ଚିଲେ ଓଡ଼ିଶା କ୍ରିକେଟର ହେଡ୍‌ କୋଚ - ନୂଆ କୋଚ ୱାସିମ ଜାଫର

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଓଡ଼ିଶାର କ୍ରିକେଟର ନୂଆ କୋଚ ୱାସିମ ଜାଫର ଓଡ଼ିଶାରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ...

odisha cricket head coach, wasim jaffer, wasim jaffer reched bhubaneswar, ଓଡ଼ିଶା କ୍ରିକେଟର ହେଡ୍‌ କୋଚ, ନୂଆ କୋଚ ୱାସିମ ଜାଫର, ଓଡ଼ିଶାରେ ୱାସିମ ଜାଫର
ଭୁବନେଶ୍ବର ପହଁଞ୍ଚିଲେ ଓଡ଼ିଶା କ୍ରିକେଟର ହେଡ୍‌ କୋଚ
author img

By

Published : Jul 23, 2021, 5:48 PM IST

ଭୁବନେଶ୍ବର: ଓଡ଼ିଶା ପହଁଞ୍ଚିଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଓଡ଼ିଶାର କ୍ରିକେଟର ନୂଆ କୋଚ ୱାସିମ ଜାଫର । OCA ପକ୍ଷରୁ କରାଗଲା ସ୍ବାଗତ ।

ଓଡ଼ିଶାର ମୁଖ୍ୟ କୋଚ ଭାବେ ନିଯୁକ୍ତ ହେବା ପରେ ଜାଫର ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି। ଭୁବନେଶ୍ବରରେ ପହଁଞ୍ଚିବା ପରେ ତାଙ୍କୁ ଓସିଏ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କିଛି ସମୟ ପରେ ଭୁବନେଶ୍ବରରୁ କଟକ ଯିବେ ଜାଫର । କଟକ ଠାରେ ସନ୍ଧ୍ୟାରେ ଏକ ପ୍ରେସମିଟ କରିବେ ବୋଲି ସୂଚନା ରହିଛି।

ଭୁବନେଶ୍ବରରେ ପହଁଞ୍ଚିଲେ ଓଡ଼ିଶା କ୍ରିକେଟର ହେଡ୍‌ କୋଚ

ଏବେ ଓଡିଶା ଦଳରେ ବହୁ ଯୁବ ପ୍ରତିଭାବାନ ଖେଳାଳି ଅଛନ୍ତି । ସେମାନଙ୍କୁ ଯଦି ଠିକ ପ୍ରଶିକ୍ଷଣ ଦିଆଯିବ ଆଗକୁ ଭଲ ପ୍ରଦର୍ଶନ କରିବେ । ଓଡି଼ଶା ଦଳର ମୁଖ୍ୟ କୋଚ ଭାବେ ଏହି ଗୁରୁ ଦାୟିତ୍ବ ଦେଇଥିବାରୁ ଓଡି଼ଶା କ୍ରିକେଟ ଆସୋସିଏସନକୁ କୃତଜ୍ଞତା ଜଣାଇଲେ ଜାଫର ।

ଦିନକୁ ଦିନ ଫର୍ମାଟ ବଦଳୁଛି ଏବଂ ଖେଳାଳିଙ୍କ ଖେଳିବା ଷ୍ଟାଇଲ ମଧ୍ୟ ପରିବର୍ତ୍ତନ ହଉଛି ଏବେ ଯୁବ କ୍ରିକେଟର ମାନେ ଆଇପିଏଲ ଉପରେ ବିଶେଷ ଭାବେ ଫୋକସ କରୁଛନ୍ତି । ଯଦି ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡି଼ଶାର କିଛି କ୍ରିକେଟର ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ଆଗକୁ ମଧ୍ୟ ଖେଳିବାର ସୁଯୋଗ ମିଳିପାରେ ବୋଲି କହିଛନ୍ତି ଜାଫର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.