ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାର 2 ବର୍ଷର ଝିଅକୁ କୋରୋନା ପଜିଟିଭ ରିପୋର୍ଟ ଆସିଛି। ସେ ହେଉଛନ୍ତି 68 ନମ୍ବର ଆକ୍ରାନ୍ତ। ସେହିଭଳି ଜଣେ 32 ବର୍ଷର ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ 67 ନମ୍ବର ଆକ୍ରାନ୍ତ।

ଏଥିସହ 62, 63, 64, 65, 66 ନମ୍ବର ଆକ୍ରାନ୍ତମାନେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି। ସେମାନେ ସମସ୍ତେ ପୁରୁଷ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ