ETV Bharat / city

ରାଜ୍ୟ ପାଇଁ ଆସ୍ବସ୍ଥି, 62 କରୋନା ଆକ୍ରାନ୍ତ ସୁସ୍ଥ

odisha-corona-update
odisha-corona-update
author img

By

Published : May 23, 2020, 10:02 AM IST

Updated : May 23, 2020, 8:40 PM IST

20:32 May 23

62 କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଉ 62 କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମରୁ 41, ବାଲେଶ୍ବରରୁ 15 ସୁସ୍ଥ । ଜଣେ ମହାରାଷ୍ଟ୍ରର ବାସୀନ୍ଦା ମଧ୍ୟ ସୁସ୍ଥ ହୋଇଥିବା ସୂଚନା ମିଳିଛି। 

11:18 May 23

80 କୋରୋନା ପଜିଟିଭ୍

ରାଜ୍ୟରେ ଆଉ 80 କୋରୋନା ପଜିଟିଭ୍ । ସଙ୍ଗରୋଧ କେନ୍ଦ୍ରରୁ 71, ଘରୋଇ ସଙ୍ଗରୋଧରୁ 2 ଚିହ୍ନଟ । ସ୍ଥାନୀୟ ଅଞ୍ଚଳରୁ ୭ ସଂକ୍ରମିତ ହୋଇଥିବା ସୂଚନା । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୯, ପୁରୀରୁ ୧୭ ଜଣ, ଯାଜପୁରରୁ ୧୪, ସୁନ୍ଦରଗଡରୁ ୫ ଆକ୍ରାନ୍ତ ଚିହ୍ନଟ ।  ସେହିପରି ନୟାଗଡ ଓ ମାଲକାନଗିରି ମଧ୍ୟ 5 କରୋନା ସଂକ୍ରମିତ ।

09:51 May 23

2 ଶିଶୁ କୋରୋନା ସଂକ୍ରମିତ

ଭୁବନେଶ୍ବର: କିଛିଦିନ ବ୍ୟବଧାନରେ ଝାରସୁଗୁଡାକୁ ପୁଣି ଫେରିଲା କୋରୋନା । ଗୋଟିଏ ଦିନରେ ଜିଲ୍ଲାରେ 3 ପଜିଟିଭ୍ ଚିହ୍ନଟ । ମଙ୍ଗଳବଜାରରେ ଗୋଟିଏ ପରିବାରର 2 ଶିଶୁ ସଂକ୍ରମିତ ।

Last Updated : May 23, 2020, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.