ETV Bharat / city

ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ବାଧ୍ୟତାମୂଳକ - ନୀତିକାନ୍ତି

odisha-corona-update
odisha-corona-update
author img

By

Published : Apr 25, 2020, 10:00 AM IST

Updated : Apr 25, 2020, 6:55 PM IST

18:39 April 25

ପଞ୍ଜିକରଣ ବାଧ୍ୟତାମୂଳକ

ରାଜ୍ୟକୁ ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ବାଧ୍ୟତାମୂଳକ । covid19.odisha.gov.inରେ ଫର୍ମ ଉପଲବ୍ଧ । ପଞ୍ଜିକରଣ ପାଇଁ ଲୋଡା ଆଧାର ଓ ମୋବାଇଲ ନମ୍ବର ।

09:40 April 25

ମେଘନାଦ ପାଚେରୀ ଭିତରେ ନୀତିକାନ୍ତି

ପୁରୀ: ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ନୀତି । ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବାହାରିଛି ଏହି ନିଷ୍କର୍ଷ । ସେହିପରି ଚନ୍ଦନଯାତ୍ରା ହେବା ନେଇ ମଧ୍ୟ ନିଷ୍ପତି ହୋଇଛି ।  ସରକାରୀ ନିୟମ ପାଳନ କରି ସମସ୍ତ ନୀତିକାନ୍ତି କରାଯିବ । ସକଡାଉନ ପରେ ରଥଯାତ୍ରା ହେବା ନେଇ ବୈଠକ ବସିବ ବୋଲି କହିଛନ୍ତି ଗଜପତି  ମହାରାଜା । 

Last Updated : Apr 25, 2020, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.