ETV Bharat / city

ଆଜି ଅଯୋଧ୍ୟା ରାୟ, ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ - Odisha CM appeal to everyone to accept the judgement

ବହୁ ପ୍ରତୀକ୍ଷିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବ। ଏ ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେବେ ତାକୁ ସମସ୍ତେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଫାଇଲ ଫଟୋ
author img

By

Published : Nov 9, 2019, 9:40 AM IST

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବ। ଏ ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେବେ ତାକୁ ସମସ୍ତେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Odisha CM
ଫଟୋ ସୌଜନ୍ୟ: ଟ୍ବିଟର@Naveen_Odisha

ଏହାସହ ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ମଧ୍ୟ ସେ ଟ୍ବିଟ୍‌ କରି କହିଛନ୍ତି । ଭାଇଚାରା ଆମର ପରିଚୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଗତଶୁକ୍ରବାର ଟ୍ବିଟ୍‌ କରି ଦେଶବାସୀଙ୍କୁ ଶାନ୍ତି ଓ ସୁପ୍ରିମକୋର୍ଟଙ୍କ ରାୟ ପ୍ରତି ସମ୍ମାନ ଜଣାଇବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Intro:Body:

sd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.