ETV Bharat / city

ଅଟଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ବିନ୍ଦୁସାଗରରେ ବିଜେପିର ତିଳତର୍ପଣ ଓ ପିଣ୍ଡଦାନ

author img

By

Published : Aug 16, 2019, 2:39 PM IST

Updated : Aug 16, 2019, 4:13 PM IST

ଭାରତରତ୍ନ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଦିବଙ୍ଗତ ଅଟଳ ଅମର ଆତ୍ମାର ସଦଗତି୍‌ ପାଇଁ ରାଜ୍ୟ ବିଜେପି ପକ୍ଷରୁ ବିନ୍ଦୁସାଗରରେ ତିଳତର୍ପଣ ଓ ପିଣ୍ଡଦାନ କାର୍ଯ୍ୟକ୍ରମ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଜି ଭାରତରତ୍ନ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଭାରତରତ୍ନଙ୍କ ପୁଣ୍ୟତିଥିରେ ସାରା ଦେଶ ତାଙ୍କୁ ନମନ କରୁଛି । ଶ୍ରଦ୍ଧାଞ୍ଜଳି ଦେଇ ପ୍ରବୀଣ ରାଜନେତାଙ୍କ ଗୁଣକୀର୍ତ୍ତନ କରୁଛି ଭାରତ । ଏପିର ସ୍ଥଳେ ଦିବଙ୍ଗତ ଅଟଳ ଅମର ଆତ୍ମାର ସଦଗତି୍‌ ପାଇଁ ରାଜ୍ୟ ବିଜେପି ପକ୍ଷରୁ ବିନ୍ଦୁସାଗରରେ ତିଳତର୍ପଣ ଓ ପିଣ୍ଡଦାନ କାର୍ଯ୍ୟକ୍ରମ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟ ବିଜେପିର ଅନେକ ବରିଷ୍ଠ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏହାସହ ଦିବଙ୍ଗତ ମହାନ ଆତ୍ମାଙ୍କ ସ୍ମୃତି ଚାରଣ କରାଯାଇଥିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଅଟାଳ ବିହାର ବାଜପେୟୀ ଙ୍କ ନାଁ ରେ ପିଣ୍ଡଦାନ କଲା ଭାରତୀୟ ଜନତା ପାର୍ଟିBody:ସେ କେବଳ ନେତା ନୁହେଁ ରାଷ୍ଟ୍ର ନେତା। ଭାରତବର୍ଷ ର ସେ ଏକ ଅମୂଲ୍ୟ ସନ୍ତାନ । ସେ ହେଲେ ଭାରତ ମାତା ର ଅଟଳ ଆଦଶ ସନ୍ତାନ। ସ୍ୱର୍ଗ ରେ ଥାଇ ମଧ୍ୟ ସେ ଚିରସ୍ମରଣୀୟ। ସେ ଆଉ କେହି ନୁହନ୍ତି ସ୍ୱାଗତ ଆଟଳ ବିହାରୀ ବାଜପେୟୀ। ଆଜି ତାଙ୍କର ତାବକ ପ୍ରଥମ ବାର୍ଷିକି। ଏହି ପରିପେକ୍ଷି ରେ ଓଡ଼ିଶାର ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସ୍ଥିତ ବିନ୍ଦୁ ସାଗରରେ ତାଙ୍କର ତିଳ ତର୍ପଣ କରିଛି। ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟି ର ନେତା ଯଥା ଅପରାଜି ଷଢଙ୍ଗୀ,ସମୀର ମହାନ୍ତି ଙ୍କ ସହ ବିଜେପି ର ଅନେକ କର୍ମୀ ଯୋଗ ଦେଇ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କୁ ପୁଣ୍ଡ ଦାନ କରିଥିବାConclusion:
Last Updated : Aug 16, 2019, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.