ETV Bharat / city

ମୋଦିଙ୍କ ଜନ୍ମଦିନକୁ ସ୍ବତନ୍ତ୍ର ଭାବେ ପାଳିଲା ବିଜେପି

author img

By

Published : Sep 18, 2022, 1:07 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମ ଦିବସକୁ ବିଜେପି ନିଆରା ଢଙ୍ଗରେ ପାଳନ କରିଛି । ଶନିବାର ଠାରୁ ବିଜେପି ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ସେବା ପକ୍ଷ" ଆରମ୍ଭ ହୋଇଛି । ଶନିବାର ଠାରୁ ଆରମ୍ଭ ହୋଇଥିବା ସେବା ପକ୍ଷ କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ବିଜେପିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ  ସେବା ପକ୍ଷ ଆରମ୍ଭ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମ ଦିବସକୁ ବିଜେପି ନିଆରା ଢଙ୍ଗରେ ପାଳନ କରିଛି । ଶନିବାର ଠାରୁ ବିଜେପି ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ସେବା ପକ୍ଷ" ଆରମ୍ଭ ହୋଇଛି । ଶନିବାରଠୁ ଆରମ୍ଭ ହୋଇଥିବା ସେବା ପକ୍ଷ କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଅନୁଷ୍ଠିତ ହେବ ।

ଭୁବନେଶ୍ୱର ବିଜେପି ପକ୍ଷରୁ ଏନେଇ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହାକୁ ଉଦଘାଟନ କରିଥିଲେ । ଏହି ଅବସରେ ବ୍ଲଡ ଗ୍ରୁପିଂ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଳନ କରିଥିଲେ । ସେହିପରି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଦଳୀୟ କର୍ମୀ ପୋଷ୍ଟ କାର୍ଡରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ଲେଖି ପଠାଇଥିଲେ । ଏହାସହ ଦଳର ସଂଗଠନର ସୁଦୃଢ଼ତାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ମଧ୍ୟ ଆଜିର ଦିନରେ ସଂକଳ୍ପ ନେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.