ଭୁବନେଶ୍ବର: ତୃତୀୟ ଜାତୀୟ ଜାଭେଲିନ ଥ୍ରୋ ଚମ୍ପିଆନସିପ୍ରେ ଚମକିଲେ ଓଡ଼ିଆ ପୁଅ । ଦିଲ୍ଲୀର ଜବାହରଲାଲ ନେହୁରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚମ୍ପିଆନସିପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର କିଶୋର କୁମାର ଜେନା । କିଶୋରଙ୍କ ଏଭଳି ଏକ ସଫଳତା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
-
Congratulate #Odisha athlete Kishore Kumar Jena on winning National Open Javelin Throw Championships title with a best effort of 74.26m. Wish him best for future. #OdishaForSports https://t.co/DOnSy3cHlO
— Naveen Patnaik (@Naveen_Odisha) October 25, 2021 " class="align-text-top noRightClick twitterSection" data="
">Congratulate #Odisha athlete Kishore Kumar Jena on winning National Open Javelin Throw Championships title with a best effort of 74.26m. Wish him best for future. #OdishaForSports https://t.co/DOnSy3cHlO
— Naveen Patnaik (@Naveen_Odisha) October 25, 2021Congratulate #Odisha athlete Kishore Kumar Jena on winning National Open Javelin Throw Championships title with a best effort of 74.26m. Wish him best for future. #OdishaForSports https://t.co/DOnSy3cHlO
— Naveen Patnaik (@Naveen_Odisha) October 25, 2021
-
ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ତୃତୀୟ ଜାତୀୟ ଓପନ୍ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଉଦୀୟମାନ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଅଭିନନ୍ଦନ । https://t.co/KGWRFkk4O4
— Dharmendra Pradhan (@dpradhanbjp) October 25, 2021 " class="align-text-top noRightClick twitterSection" data="
">ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ତୃତୀୟ ଜାତୀୟ ଓପନ୍ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଉଦୀୟମାନ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଅଭିନନ୍ଦନ । https://t.co/KGWRFkk4O4
— Dharmendra Pradhan (@dpradhanbjp) October 25, 2021ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ତୃତୀୟ ଜାତୀୟ ଓପନ୍ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଉଦୀୟମାନ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଅଭିନନ୍ଦନ । https://t.co/KGWRFkk4O4
— Dharmendra Pradhan (@dpradhanbjp) October 25, 2021
ଫାଇନାଲ ରାଉଣ୍ଡରେ ୭୪.୨୬ ମିଟର ଜାଭେଲିନ ଥ୍ରୋ କରିଥିଲେ କିଶୋର କୁମାର ଜେନା । ଯାହା ଫଳରେ ସେ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇ ପାରିଛନ୍ତି । ଏହାକୁ ନେଇ ଓଡ଼ିଶା କ୍ରୀଡ଼ା ବିଭାଗ ଟ୍ବିଟ୍ କରି ସୂଚନା ଦେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛି ।
-
Kishore Kumar Jena has made #Odisha proud by bagging #gold medal in the 3rd National Open Javelin Throw Championships at Jawaharlal Nehru Stadium, New Delhi.
— Odisha Sports (@sports_odisha) October 25, 2021 " class="align-text-top noRightClick twitterSection" data="
This is the #first National title for Jena who achieved the feat with a throw of 74.26m. Many congratulations! pic.twitter.com/fyfKIibfJ3
">Kishore Kumar Jena has made #Odisha proud by bagging #gold medal in the 3rd National Open Javelin Throw Championships at Jawaharlal Nehru Stadium, New Delhi.
— Odisha Sports (@sports_odisha) October 25, 2021
This is the #first National title for Jena who achieved the feat with a throw of 74.26m. Many congratulations! pic.twitter.com/fyfKIibfJ3Kishore Kumar Jena has made #Odisha proud by bagging #gold medal in the 3rd National Open Javelin Throw Championships at Jawaharlal Nehru Stadium, New Delhi.
— Odisha Sports (@sports_odisha) October 25, 2021
This is the #first National title for Jena who achieved the feat with a throw of 74.26m. Many congratulations! pic.twitter.com/fyfKIibfJ3
କିଶୋରଙ୍କ ସ୍ବର୍ଣ୍ଣ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି ଯେ, "ଓଡ଼ିଶା ଆଥଲେଟ୍ କିଶୋର କୁମାର ଜେନା ଜାତୀୟ ଓପନ ଜାଭେଲିନ୍ ଥ୍ରୋ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ୭୪.୨୬ ମିଟର ଜାଭେଲିନ ଫୋଫାଡ଼ି ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ଶୁଭେଚ୍ଛା । ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ମୁଁ ଶୁଭକାମନା ଦେଉଛି ।"
କିଶୋର କୁମାରଙ୍କ ଏହି ସଫଳତା ପରେ ସେ ଉତ୍ସାହିତ ରହିଛନ୍ତି । ଆଗାମୀ ଦିନରେ ଏହି ଇଭେଣ୍ଟରେ ଓଡ଼ିଶାକୁ ଆହୁରି ପଦକ ମିଳିବ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ