ETV Bharat / city

ଥାନାରେ ଫିଲ୍ମ ନିର୍ଦ୍ଦେଶକ ନିରଞ୍ଜନ ରଣା, 6ଟି ମାମଲାରେ ଥିଲେ ୱାଣ୍ଟେଡ

6 ଟି ମାମଲାରେ ଓ୍ବାଣ୍ଟେଡ ଥିବା ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ନିରଞ୍ଜନ ରଣାକୁ ଧରିଲା ପୋଲିସ । ଲୋକଙ୍କ ଟଙ୍କା ନେଇ ଧରାଛୁଆଁ ଦେଉନଥିବା ହୋଇଛି ଅଭିଯୋଗ। ଅଧିକ ପଢ଼ନ୍ତୁ...

odia film maker niranjan rana detained, bhubaneswar police, fraud case, DCP uma shankar das, ଫିଲ୍ମ ନିର୍ଦ୍ଦେଶକ ନିରଞ୍ଜନ ରଣା, ଟଙ୍କା ଠକେଇ ଅଭିଯୋଗ, ୬ ଟି ମାମଲାରେ ଓ୍ବାଣ୍ଟେଡ
ଥାନାରେ ଫିଲ୍ମ ନିର୍ଦେଶକ ନିରଞ୍ଜନ ରଣା, 6 ଟି ମାମଲାରେ ଥିଲେ ୱାଣ୍ଟେଡ
author img

By

Published : Jul 15, 2021, 10:58 PM IST

ଭୁବନେଶ୍ବର: ଥାନାରେ ଫିଲ୍ମ ନିର୍ଦ୍ଦେଶକ ନିରଞ୍ଜନ ରଣା । 6 ଟି ମାମଲାରେ ଓ୍ବାଣ୍ଟେଡ ଥିବା ନିରଞ୍ଜନଙ୍କୁ ଖୋଜୁଥିଲା ପୋଲିସ । କୋଟିଏ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ନିରଞ୍ଜନଙ୍କୁ ଅଟକ ରଖିଛି । ଲୋକଙ୍କ ଟଙ୍କା ନେଇ ଧରାଛୁଆଁ ଦେଉନଥିବା ହୋଇଛି ଅଭିଯୋଗ।

ଥାନାରେ ଫିଲ୍ମ ନିର୍ଦେଶକ ନିରଞ୍ଜନ ରଣା, 6 ଟି ମାମଲାରେ ଥିଲେ ୱାଣ୍ଟେଡ

ତାରିଣୀ ରିଅଲ ଇଷ୍ଟକର୍ଣ୍ଣ ନାମକ ଏକ ବିଲଡର ସଂସ୍ଥା କରି ଜମି ଦବା ନାରେ ଲୋକଙ୍କୁ ଟଙ୍କା ନେଇ ଧରାଛୁଆଁ ଦେଉନଥିଲେ ନିରଞ୍ଜନ। ନିରଞ୍ଜନ ନାରେ 6 ଟି ମାମଲା ରହିଛି । ନିରଞ୍ଜନଙ୍କ ଘର, ଅଫିସ ଓ ପ୍ରୋଜେକ୍ଟ ଚାଲିଥିବା ଯାଗାରେ ଚଢ଼ାଉ କରିବା ସହ ନିରଞ୍ଜନଙ୍କୁ ଅଟକ ରଖିଛି ସହିଦନଗର ଥାନା ପୋଲିସ।

ପୂର୍ବରୁ 2016 ମସିହାରେ ମଧ୍ୟ ଠକେଇ ଅଭିଯୋଗରେ ନିରଞ୍ଜନ ଗିରଫ ହୋଇଥିଲେ। ଏକ ମାସ ହେବ ଏହି 6ଟି ମାମଲା ପାଇଁ ନିରଞ୍ଜନଙ୍କୁ ବିଭିନ୍ନ ଜାଗାରେ ଖୋଜୁଥିଲା ପୋଲିସ । ମାସେ ଭିତରେ ସେ ଜାଗା ବଦଳାଇବା ସହ ଅନେକ ଲୋକଙ୍କ ପାଖରୁ କୋଟିଏ ଟଙ୍କା ଠକିଥିଲେ। ଯାହାକୁ ନେଇ ବିଲଡର ତଥା ଫିଲ୍ମ ନିର୍ଦ୍ଦେଶକ ନିରଞ୍ଜନ ରଣାଙ୍କୁ ଥାନାରେ ଅଟକ ରଖି କାହା ପାଖରୁ କେତେ ଟଙ୍କା ଠକିଛନ୍ତି ସେ ବିଷୟରେ ତାଙ୍କୁ ମାରାଥନ ଜେରା କରୁଛନ୍ତି ବୋଲି କହିଛନ୍ତି ଡିସିପି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.