ETV Bharat / city

Omicron Fear: ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା

author img

By

Published : Dec 22, 2021, 8:54 PM IST

ରାଜଧାନୀରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ ସଂଖ୍ୟା। ମଙ୍ଗଳବାର 2ଟି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ବେଳେ ଆଜି(ବୁଧବାର) ପୁଣି ଆଉ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ଅଧିକ ପଢନ୍ତୁ

Omicron Fear: ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା
Omicron Fear: ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ ସଂଖ୍ୟା। ମଙ୍ଗଳବାର 2ଟି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବାବେଳେ ଆଜି(ବୁଧବାର) ପୁଣି ଆଉ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି ।

ଏହାକୁ ନେଇ ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା 3କୁ ବୃଦ୍ଧି ପାଇଛି । କସମପଲିସର 4ଟି ଫ୍ଲାଟରୁ ଚିହ୍ନଟ ହେଲେ 8ଜଣ ପଜିଟିଭ । 4ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସମସ୍ତ ସଂକ୍ରମିତ ସ୍ଥାନୀୟ ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.