ETV Bharat / city

ରାସ୍ତାରେ ଉପରେ ରହିବନି ଠେଲା, ରାଜମହଲରୁ ଏଜି ବାଇକ ପାର୍କିଂ ମନା

author img

By

Published : Jan 21, 2020, 11:12 PM IST

ରାଜମହଲରୁ ଏଜି ଯାଏଁ ଆଉ ଭୋଗିବାକୁ ପଡିବନି ଟ୍ରାଫିକ ସମସ୍ୟା । ରାସ୍ତା କଡରୁ ଠେଲା ଦୋକାନୀ ଉଠିବା ସହ କୌଣସି ଦୁଇ ଚକିଆ ଯାନ ପାର୍କିଂ ହୋଇପାରିବ ନାହିଁ । ଅଧିକ ପଢନ୍ତୁ...

one parking
ରାଜମହଲ ରୁ ଏଜି ବାଇକ ପାର୍କିଂ ମନା

ଭୁବନେଶ୍ବର: ଏଣିକି ରାଜମହଲରୁ ଏଜି ପର୍ଯ୍ୟନ୍ତ ଆଉ ଭୋଗିବାକୁ ପଡିବନି ଟ୍ରାଫିକ ସମସ୍ୟା। ଦୀର୍ଘ ସମୟ ରାସ୍ତା ଉପରେ ଆଉ ଅଟକି ରହିବ ନାହିଁ ଯାନବାହାନ। ଲୋକେ ଆଉ ସାମ୍ନା କରିବେନି ଟ୍ରାଫିକ ସମସ୍ୟା। କାରଣ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା କଡରେ ବାଇକ ପାର୍କିଂ ମନା। ଯାହାକୁ ନେଇ ଏଭିକସନ ଜୋରଦାର କରିଛି ବିଏମସି ଓ କମିଶନରେଟ ପୋଲିସ।

ରାଜମହଲ ରୁ ଏଜି ବାଇକ ପାର୍କିଂ ମନା

ଆଉ ଯିଏ ଏହାକୁ ଅଣଦେଖା କରିବ ସେ ଦେବେ ଜୋରିମନା। ଆଉ ରାସ୍ତାକଡରେ ମଧ୍ୟ ରହିପାରିବେନି ଠେଲା ଦୋକାନୀ। ଏନେଇ ଉଠା ଦୋକାନ ହଟାଇବା ସହ ଠେଲା ଦୋକାନୀଙ୍କୁ ମନା କରାଯାଇଛି।

ବାଇକ ପାର୍କିଂ ପାଇଁ ଅନ୍ୟତ୍ର ସ୍ଥାନ ନିରୁପଣ ହୋଇଛି। ଠେଲା ଦୋକାନୀଙ୍କ ପାଇଁ ଅନ୍ୟତ୍ର ବେପାର କରିବାକୁ ବ୍ୟବସ୍ଥା କରାଯାଉଥିବା ଯୋଜନା ଚାଲିଛି। ଏନେଇ ସଂନ୍ଧ୍ୟା ଓ ଅପରାହ୍ନ ସମୟରେ ଟ୍ରାଫିକ ପୋଲିସ ମାଧ୍ୟମରେ ଏଭିକସନ ଜୋରଦାର ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାସ୍ତାରେ ଉପରେ ରହିବନି ଠେଲା,
ରାଜମହଲରୁ-ଏଜି ବାଇକ ପାର୍କିଂ ମନାBody:

ଏଣିକି ରାଜମହଲରୁ ଏଜି ହେବନି ଟ୍ରାଫିକ ସମସ୍ଯା।ଦିର୍ଘ ସମୟ ରାସ୍ତା ଉପରେ ଅଟକିବ ନାହିଁ ଯାନବାହାନ।ସାମ୍ନା କରିବେ ନାହିଁ ଟ୍ରାଫିକ ସମସ୍ଯା।କାରଣ ରାଜମହଲରୁ ଏଜି ପର୍ଯନ୍ତ ରାସ୍ତା କଡରେ ବାଇକ ପାର୍କିଂ ମନା।ରଖିଲେ ଦେବେ ଜରିମନା।ରହିପାରିବେନି ଠେଲା ଦୋକାନି।ଟ୍ରାଫିକ ଜାମରେ ହେବନି ସମସ୍ଯା।ଯାହାକୁ ନେଇ ଏଭିକସନ ଜୋର ଦାର କରିଛି ବିଏମସି ଓ କମିସନରେଟ ପୋଲିସ।ଏନେଇ ଉଠା ଦୋକାନି ହଟାଇବା ସହ ଠେଲା ଦୋକାନିକୁ ମନା କରାଯାଇଛି।ବାଇକ ପାର୍କିଂ ପାଇଁ ଅନ୍ଯତ୍ର ସ୍ଥାନ ନିରୁପଣ ହୋଇଛି।ଠେଲା ଦୋକାନିକୁ ପାଇଁ ଅନ୍ଯତ୍ର ବେପାର କରିବାକୁ ବ୍ଯବସ୍ଥା କରାଯାଉଥିବା ଯୋଜନା ଚାଲିଛି।ଏନେଇ ସଂନ୍ଧ୍ଯା ଓ ଅପରାହ୍ନ ସମୟରେ ଟ୍ରାଫିକ ପୋଲିସ ମାଧ୍ଯମରେ ଏଭିକସନ ଜୋରଦାର ହୋଇଛି।
Conclusion:ବାଇଟ-ସାଗରିକା ନାଥ,ଟ୍ରାଫିକ ଡିସିପି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.