ETV Bharat / city

ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ନବୀନ

ପଞ୍ଚମ ପାଳିରେ ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ନବୀନ । ଟିକେଟ ପାଇବାରୁ ବଞ୍ଚିତ ଥିବା ଅନେକ ନେତାଙ୍କୁ କଲେ ସନ୍ତୁଷ୍ଟ । ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ ଭାବେ କଲେ ନିଯୁକ୍ତ ।

author img

By

Published : Aug 16, 2019, 4:38 PM IST

ଫାଇଲ ଫଟୋ

ଭୁବନେଶ୍ବର: ନିର୍ବାଚନ ପରେ ଦଳୀୟ ନେତାଙ୍କୁ ଥଇଥାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରସ୍କାର ସ୍ବରୂପ ନବୀନ ଦେଇଛନ୍ତି ଦାୟିତ୍ବ । ସରକାରଙ୍କ ଥିବା ବିଭିନ୍ନ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ ଭାବେ ମିଳିଛି ନିଯୁକ୍ତ । କୃତ୍ତିବାସ ପାତ୍ର- କୃଷି ଓ କୃଷକ କଲ୍ୟାଣ ଉପଦେଷ୍ଟା, ଉତ୍କଳ କେଶରୀ ପରିଡା- ଚିଲିକା ଉନ୍ନୟନ ପରିଷଦ ଉପଦେଷ୍ଟା ,ଦେବାଶିଷ ଘୋଷ-ଓଡିଶା ବନ ଉନ୍ନୟନ ନିଗମ, ଜନ୍ମେଞ୍ଜୟ ଲେଙ୍କା- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଉପଦେଷ୍ଟା, ରାମଚନ୍ଦ୍ର ପଣ୍ଡା-ରାଜ୍ୟ କୃଷି ବିପଣନ ବୋର୍ଡ ର ଉପଦେଷ୍ଟା, ସେହିପରି କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ମହାନ୍ତିଙ୍କୁ ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରି କରପୋରେସନ ଅଧ୍ୟକ୍ଷ, ଇଶ୍ଵର ପାଣୀଗ୍ରାହୀ- ଓଡିଶା ବିହନ ନିଗମ ଅଧକ୍ଷ, ପ୍ରଭାଦିତ୍ୟ ମିଶ୍ର- ଆପିକଲ୍ ଅଧକ୍ଷ, ଅନୁପ ସାଏ- ରାଜ୍ୟ ପଣ୍ୟାଗାର ନିଗମ ଅଧକ୍ଷ, ଅସିତ ପଟ୍ଟନାୟକ ଙ୍କୁ ରାଜ୍ୟ ମତ୍ସ୍ୟ ଉତ୍ପାଦନ ନିଗମ ଅଧକ୍ଷ । ଅମରେନ୍ଦ୍ର ଦାସ-ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ କରାଯାଇଥିବା ବେଳେ ଲୁଲୁ ଅମାତଙ୍କୁ ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଦାୟିତ୍ଵ ମିଳିଛି ।

ଅନୁଭବ ପଟ୍ଟନାୟକଙ୍କୁ ET ଓ IT ର ଉପଦେଷ୍ଟା ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଛାତ୍ର ନେତା ଚିନ୍ମୟ ସାହୁଙ୍କୁ କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଦାଇତ୍ଵ ମିଳିଛି । ପ୍ରିୟଦର୍ଶୀ ମିଶ୍ର ଙ୍କୁ ଓଡିଶା ହାଉସିଂ ବୋର୍ଡ ର ଅଧକ୍ଷ ଦାୟିତ୍ଵ ଦିଆଯାଇଛି । ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧକ୍ଷ ଭାବେ ନିଯୁକ୍ତ କରାଯାଇଛି । ଅମରେଶ ପତ୍ରୀ- ଓଡିଶା ଲିପ୍ଟ ଇରିଗେସନ ଅଧକ୍ଷ୍ୟ, ସତ୍ୟବ୍ରତ ତ୍ରିପାଠୀ- ଚଳଚ୍ଚିତ୍ର ନିଗମ ଅଧକ୍ଷ , ବିଜୟ କୁମାର ନାୟକ- ଷ୍ଟେଟ ୟୁଥ ଓ୍ଵେଲଫେୟାର ବୋର୍ଡ ଅଧକ୍ଷ। ସୁବାଷ ସିଂ- ଓଡିଶା ବିଲଡିଂ ଏଣ୍ଡ ଅଦର କନଷ୍ଟକ୍ସନ ଚେୟାର ପର୍ସନ । ସଞ୍ଜୀବ ପାଇକରାୟ ଙ୍କୁ ଓଡ଼ିଶା ଖଦି ଓ ଗ୍ରାମ୍ୟଦୈଗ ଦାୟିତ୍ଵ । ସୁଧୀର ଦାସ- ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା, ଦିଲ୍ଲୀପ ତିର୍କୀ- ହକି ପ୍ରୋମୋସନ କାଉନସିଲ ଅଧକ୍ଷ । ମାନସ ମାଡକାମୀ- ମଲାକାନିଗିରି ଉନ୍ନୟନ ପରିଷଦ ଅଧକ୍ଷ, ବିନୟ ଟପୋଙ୍କୁ ସୁନ୍ଦରଗଡ ଉନ୍ନୟନ ପରିଷଦ ଅଧକ୍ଷ । ସୁସ୍ମିତା ବାଗଚିଙ୍କୁ ‘ମୋ ସ୍କୁଲ’ ଅଧକ୍ଷ । ଆକାଶ ଦାସ ନାୟକ- ‘ମୋ କଲେଜ’ ଅଧକ୍ଷ ।

ଦଳ ପାଇଁ କାର୍ଯ୍ୟ କରିଆସୁଥିବା ଅନେକ ମହିଳା ନେତ୍ରୀଙ୍କୁ ମଧ୍ୟ ଦାୟିତ୍ବ ଦେଇଛନ୍ତି ଦଳୀୟ ସୁପ୍ରିମୋ । ମୁଖପାତ୍ର ଥିବା ସୁଲତା ଦେଓଙ୍କୁ ମହିଳା ଓ ଶିଶୁବିକାଶ ବିଭାଗ ଉପଦେଷ୍ଟା, ମିନତୀ ବେହେରା- ମହିଳା କମିଶନ । କସ୍ତୁରୀ ମହାପାତ୍ର-ସୋସିଆଲ ଓ୍ଵେଲଫେୟାର ବୋର୍ଡ ଅଧକ୍ଷ,ଶ୍ରୀମୟୀ ମିଶ୍ର- OTDC ଅଧ୍ୟକ୍ଷ, ସୁଲୋଚନା ଦାସ- ଦିବ୍ୟାଙ୍ଗ କମିଶନ ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଛି । ସେହିପରି ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତିର ଉପଦେଷ୍ଟା ଭାବରେ ଦାୟିତ୍ବ ମିଳିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିଗମ ଓ ସରକାରୀ ପଦପଦବୀରେ ଦଳୀ ନେତାଙ୍କୁ ଥଇଥାନ କରିଛନ୍ତି ।ଏହି ତାଲିକା ରେ ରହିଛନ୍ତି ।ଶ୍ରୀ ଲେଲିନ୍ ମହାନ୍ତି ଙ୍କୁ ଏଡିଟର ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ରେ ଅବସ୍ତାପିତ କରାଯାଇଛି ।ଏହା ସହ ଶ୍ରୀ ସୁଜିତ କୁମାର ଙ୍କୁ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ ର ଉପଦେଷ୍ଟା ନିଜୁକ୍ତ କରିଛନ୍ତି ।ଅନୁଭବ ପଟ୍ଟନାୟକ ଙ୍କୁ ET ଓ IT ର ଉପଦେଷ୍ଟା ।କୃତ୍ତିବାସ ପାତ୍ର ଉପଦେଷ୍ଟା କୃଷି ଓ କୃଷକ କଲ୍ୟାଣ ଉପଦେଷ୍ଟା ,Body:ଉତ୍କଳ କେଶରୀ ପରିଡା ଙ୍କୁ ଚିଲିକା ଉନ୍ନୟନ ପରିଷଦ ର ଉପଦେଷ୍ଟା କରାଯାଇଛି ।ଦେବାଶିଷ ଘୋଷ ଙ୍କୁ ଓଡଶା ବନ ଉନ୍ନୟନ ନିଗମ ଦାଇତ୍ଵ ଦିଆଯାଇଛି ।ସୁଲତା ଦେଓ ଙ୍କୁ ମହିଳା ଓ ଶିଶୁବିକାଶ ବିଭାଗ ର ଉପଦେଷ୍ଟା ,ଜନ୍ମେଞ୍ଜୟ ଲେଙ୍କା ଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଉପଦେଷ୍ଟା ପଦବୀ ଦିଆଯାଇଛି ।ରାମଚନ୍ଦ୍ର ପଣ୍ଡା ଙ୍କୁ ରାଜ୍ୟ କୃଷି ବିପଣନ ବୋର୍ଡ ର ଉପଦେଷ୍ଟା ରହିଛନ୍ତି ।ସେହିପରି ଦେବାଶିଷ ମହାନ୍ତି ଙ୍କୁ ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରି କରପୋରେସନ ର ଅଧ୍ୟକ୍ଷ ପଦବୀ ରେ ଥଇଥାନ କରାଯାଇଛି ।ଇଶ୍ଵର ପାଣୀଗ୍ରାହୀ ଓଡିଶା ବିହନ ନିଗମ ର ଅଧକ୍ଷ ଭାବେ ଥଇଥାନ କରାଯାଇଛି ।Conclusion:ପ୍ରଭାଦିତ୍ୟ ମିଶ୍ର ଙ୍କୁ ଆପିକଲ୍ ର ଅଧକ୍ଷ ଦାଇତ୍ଵ ଦିଆଯାଇଛି ।ଅନୁପ ସାଏ ଙ୍କୁ ରାଜ ପଣ୍ୟାଗାର ନିଗମ ର ଅଧକ୍ଷ ଭାବେ ନିଜୁକ୍ତି ମିଳିଛି ।ଅସିତ ପଟ୍ଟନାୟକ ଙ୍କୁ ରାଜ୍ୟ ମତ୍ସ୍ୟ ଉତ୍ପାଦନ ନିଗମ୍ ଅଧକ୍ଷ ।ଅମରେନ୍ଦ୍ର ଦାସ ରାଜ୍ୟ କାଜୁ ନିଗମ ର ଅଧ୍ୟକ୍ଷ କରାଯାଇଛି ।ଲୁଲୁ ଅମାତ ଙ୍କୁ ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଦାଇତ୍ଵ ମିଳିଛି ।ଚିନ୍ମୟ ସାହୁ ଙ୍କୁ ଅଧ୍ୟକ୍ଷ କ୍ଷୁଦ୍ର ଶିଳ୍ପ ନିଗମ ଦାଇତ୍ଵ ମିଳିଛି ।ଶ୍ରୀମୟୀ ମିଶ୍ର ଙ୍କୁ OTDC ଅଧ୍ୟକ୍ଷ ଦାଇତ୍ଵ ଦିଆଯାଇଛି ।ଅମରେଶ ପତ୍ରୀ ଙ୍କୁ ଓଡିଶା ଲିପ୍ଟ ଇରିଗେସନ ର ଅଧକ୍ଷ ଦାଇତ୍ଵ ଦିଆଯାଇଛି ।ସତ୍ୟବ୍ରତ ତ୍ରିପାଠୀ ଙ୍କୁ ଚଳଚ୍ଚିତ୍ର ନିଗମ ଅଧକ୍ଷ ଦାଇତ୍ଵ ଦିଆଯାଇଛି ।ବିଜୟ କୁମାର ନାୟକ ଙ୍କୁ ଓଡିଶା ଷ୍ଟେଟ ୟୁଥ ଓ୍ଵେଲଫେୟାର ବୋର୍ଡ ର ଅଧକ୍ଷ ।ପ୍ରିୟଦର୍ଶୀ ମିଶ୍ର ଙ୍କୁ ଓଡିଶା ହାଉସିଂ ବୋର୍ଡ ର ଅଧକ୍ଷ ଦାଇତ୍ଵ ଦିଆଯାଇଛି ।ସୁବାଷ ସିଂ ଙ୍କୁ ଓଡିଶା ବିଲଡ୍ଂ ଏଣ୍ଡ ଅଦର କନଷ୍ଟକ୍ସନ ଚେୟାର ପର୍ସନ ।ସେହିପରି ସଞ୍ଜୀବ ପାଇକରାୟ ଙ୍କୁ ଓଡ଼ିଶା ଖଦି ଓ ଗ୍ରାମ୍ୟଦୈଗ ଦାଇତ୍ଵ ।ସୁଧୀର ଦାସ ଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଯନ ର ଉପଦେଷ୍ଟା କରାଯାଇଛି ।ସେହିପରି ଦିଲ୍ଲୀପ ତିର୍କୀ ଙ୍କୁ ହକି ପ୍ରୋମୋସନ କାଉନସିଲ ର ଅଧକ୍ଷ ।ମାନସ ମାଡକାମୀ ଙ୍କୁ ମଲାକାନିଗିରି ବିକାଶ ପରିଷଦ ର ଅଧକ୍ଷ ନିଜୁକ୍ତ ।ବିନୟ ଟପୋଙ୍କୁ ସୁନ୍ଦର ଗଡ ବିକାଶ ପରିଷଦ ର ଅଧକ୍ଷ ।ସୁସ୍ମିତା ବାଗଚି ଙ୍କୁ ମୋ ସ୍କୁଲ ର ଅଧକ୍ଷ କରାଯାଇଛି ।ଆକାଶ ଦାସ ନାୟକ ଙ୍କୁ ମୋ କଲେଜ ର ଅଧକ୍ଷ ।ମିନତୀ ବେହେରାଙ୍କୁ ମହିଳା କମିଶନ ଭାବେ ଦାଇତ୍ୱ ଦିଆଯାଇଛି ।କସ୍ତୁରୀ ମହାପାତ୍ର ଙ୍କୁ ସୋସିଆଲ ଓ୍ଵେଲଫେୟାର ବୋର୍ଡ ର ଅଧକ୍ଷ ।ସୁଲୋଚନା ଦାସ ଦିବ୍ୟାଙ୍ଗକମିଶନ ର ଅଧ୍ୟକ୍ଷ ପଦରେ ଥଇଥାନ ।ସେହିପରି ଲୋପାମୁଦ୍ରା ବକ୍ସିପାତ୍ର ମିଶନ ଶକ୍ତି ର ଉପଦେଷ୍ଟା ନିଜୁକ୍ତି ।ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧକ୍ଷ ନିଜୁକ୍ତ କରାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.