ETV Bharat / city

ଗରିବ ଚାଷୀଙ୍କ ଦୁଃଖ ଦୂର ପାଇଁ ଜାରି ହେଲା ଦୁଇ ନୂଆ ଅଧ୍ୟ୍ୟାଦେଶ

କିଣାବିକାରେ ରହିବ ନାହିଁ ମଧ୍ୟସ୍ତିଙ୍କ ପ୍ରଭାବ । ଏହାସହ ଇ ବଜାର ପ୍ରକ୍ରିୟାରେ ଚାଷୀ ଟି ନିଜ ଦ୍ରବ୍ୟ ବିକି ପାରିବ । RMC ପ୍ରକ୍ରିୟା ଉଛେଦ କରାଯାଇ ଏକକ ବିପଣନ କ୍ଷେତ୍ରରେ ପରିଣତ କରିହେବ । ଅଧିକ ପଢନ୍ତୁ...

new-guidline-declaired-by-govt
new-guidline-declaired-by-govt
author img

By

Published : May 19, 2020, 1:55 PM IST

ଭୁବନେଶ୍ବର: ଜାରିହେଲା ଅଧ୍ୟ୍ୟାଦେଶ । ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ଅଧ୍ୟ୍ୟାଦେଶ ଜାରି । ଓଡିଶା କୃଷି ଜାତ ଦ୍ରବ୍ୟ ବିପଣନ ଅଧିନିୟମ ୨୦୨୦ କୁ ରାଜ୍ୟ ପାଳଙ୍କ ମଞ୍ଜୁରୀ । କୃଷକ ମାନଙ୍କ ଦ୍ଵାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବା ପାଇଁ ଉନ୍ନତ ମାନର କୃଷି ବଜାର ପ୍ରତିଷ୍ଠା, ଭିତ୍ତିଭୂମି ଉନ୍ନତି କରଣ ପାଇଁ ଏହି ଅଧ୍ୟାଦେଶ ସହାୟକ ହେବ ।

new-guidline-declaired-by-govt
ଗରିବ ଚାଷୀଙ୍କ ଦୁଖଃ ଦୂର ପାଇଁ ଜାରି ହେଲା ଦୁଇ ନୂଆ ଅଧ୍ୟ୍ୟାଦେଶ

କିଣାବିକାରେ ରହିବ ନାହିଁ ମଧ୍ୟସ୍ତିଙ୍କ ପ୍ରଭାବ । ଏହାସହ ଇ ବଜାର ପ୍ରକ୍ରିୟାରେ ଚାଷୀ ଟି ନିଜ ଦ୍ରବ୍ୟ ବିକି ପାରିବ । RMC ପ୍ରକ୍ରିୟା ଉଛେଦ କରାଯାଇ ଏକକ ବିପଣନ କ୍ଷେତ୍ରରେ ପରିଣତ କରିହେବ । କୃଷିଜାତ ଦ୍ରବ୍ୟ ଓ ପ୍ରଣୀସମ୍ପଦ ବ୍ୟବସାୟ କୁ ସୂଲଭ କରିବା ପାଇଁ ସମବାୟ ସମିତି, କୃଷକ ଉତ୍ପାଦନ ସଂଗଠନ ଓ ସ୍ଵଂୟ ସହାୟକ ଗୋଷ୍ଠୀକୁ ଉତ୍ସାହିତ କରାଯିବ। ରାଜ୍ୟରେ ଥିବା ପଣ୍ୟାଗାର ଓ ଶୀତଳ ଭଣ୍ଡାର ଘରକୁ ମଣ୍ଡି ଭାବରେ ବିବେଚନା କରାଯିବ।

ଖୋଲାବଜାରରେ ଚାଷୀ ବିକିପାରିବ ଉତ୍ପାଦିତ ଦ୍ରବ୍ୟ ତା ସାଙ୍ଗକୁ ଚାଷ ପୂର୍ବରୁ କ୍ରେତାଙ୍କ ସହ ହେବ ଚୁକ୍ତିନାମା ଦୂରହେବ ବିକ୍ରିବଟାର ଅନିଶ୍ଚିତତା । ସମବାୟ ବିଭାଗର ଦ୍ଵିତୀୟ ଅଧ୍ୟାଦେଶକୁ ବି ମିଳିଛି ରାଜ୍ୟପାଳଙ୍କ ମଞ୍ଜୁରୀ । ଓଡିଶା କୃଷିଯାତ ଦ୍ରବ୍ୟ ଓ ପ୍ରାଣୀ ସମ୍ପଦ ଚୁକ୍ତି, କୃଷି କର୍ମ ଓ ସେବା ୨୦୨୦ ଅଧ୍ୟାଦେଶ କୁ ମିଳିଛି ରାଜ୍ୟ ପାଳଙ୍କ ମଞ୍ଜୁରୀ । ଏହି ଅଧ୍ୟାଦେଶ ଦ୍ଵାରା କୃଷି ଜନିତ କ୍ଷତି ଭୟରୁ କୃଷକ ମାନଙ୍କୁ ମୁକ୍ତ କରାଯାଇପାରିବ। ଏହାସହ କୃଷିଯାତ ଉତ୍ପାଦିତ ଦ୍ରବ୍ୟର ବିକ୍ରି ବଟା ଅନିଶ୍ଚିତତା କୁ ଦୂର କରିବା ପାଇଁ ସହାୟକ ହେବ । ଚାଷୀ ଓ କ୍ରେତାଙ୍କ ମଧ୍ୟରେ ଚାଷ ପୂର୍ବରୁ ଚୁକ୍ତିନାମା ସ୍ଵାକ୍ଷରିତ ହେବ । ଚୁକ୍ତି ରେ ଖିଲାପ ହେଲେ ପ୍ରୟଯୋକ ବା କ୍ରେତାଙ୍କ ଠାରୁ ୪ ପ୍ରତିଶତ ହାରରେ ପ୍ରୋତ୍ସାହନ ଫି ଆଦାୟ କରିବାର ବ୍ୟବସ୍ଥା ଏହି ଅଧ୍ୟାଦେଶ ରେ ରହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.