ETV Bharat / city

ପୁସ୍ତକ ବିନା ବଞ୍ଚିବା ଅସମ୍ଭବ - ରାଜ୍ୟ ସ୍ତରୀୟ ପୁସ୍ତକ ଉତ୍ସବ

ସବୁ କିଛି ନ ହେଲେ ବଞ୍ଚିବା ସମ୍ଭବ କିନ୍ତୁ ପୁସ୍ତକ ବିନା ବଞ୍ଚିବା ଅସମ୍ଭବ । କାରଣ ପୁସ୍ତକ ଆମକୁ ଜୀବନରେ ଚାରି ପ୍ରକାର ଉନ୍ନତି ସାଧନରେ ସହାୟକ ହୋଇଥାଏ । ଅଧିକ ଖବର ପଢନ୍ତୁ...

ପୁସ୍ତକ ବିନା ବଞ୍ଚିବା ଅସମ୍ଭବ
ପୁସ୍ତକ ବିନା ବଞ୍ଚିବା ଅସମ୍ଭବ
author img

By

Published : Dec 16, 2019, 2:32 PM IST

ଭୁବନେଶ୍ବର: ସବୁ କିଛି ନ ହେଲେ ବଞ୍ଚିବା ସମ୍ଭବ କିନ୍ତୁ ପୁସ୍ତକ ବିନା ବଞ୍ଚିବା ଅସମ୍ଭବ । କାରଣ ପୁସ୍ତକ ଆମକୁ ଜୀବନରେ ଚାରି ପ୍ରକାର ଉନ୍ନତି ସାଧନରେ ସହାୟକ ହୋଇଥାଏ । ଯାହାକି ବହୁତ ପୁରୁଣା ଯୁଗରୁ ଚାଲି ଆସିଛି । ଯେମିତିକି ଦୈନନ୍ଦିନ ଜୀବନକୁ କିପରି ବଞ୍ଚିବାକୁ ହୁଏ ଅର୍ଥାତ ମ୍ୟାନେଜନେଣ୍ଟ ଯାହା ମହାଭାରତରେ ସୂଚାରୁ ରୂପେ ବର୍ଣ୍ଣନା ହୋଇଛି । ସେହିପରି ଆମର କାହା ସହିତ କିପରି ସମ୍ବନ୍ଧ ରହିବା ଦରକାର ଅର୍ଥାତ ରିଲେସନସିପ ଯାହା ରାମାୟଣରେ ବର୍ଣ୍ଣିତ ।

ପୁସ୍ତକ ବିନା ବଞ୍ଚିବା ଅସମ୍ଭବ

ଏହା ବାଦ ବ୍ୟକ୍ତିର ନିର୍ମାଣ ଅର୍ଥାତ ଟ୍ରାନ୍ସଫରମେସନ ଏବଂ ନେତା ନିର୍ମାଣ ଅର୍ଥାତ ଲିଡରସିପ କଥା ଯାହାକି ଯୋଗ ବୈଶିଷ୍ଟ୍ୟ ଓ ଚାଣକ୍ୟ ନୀତିରେ ବର୍ଣ୍ଣିତ ହୋଇଛି । ଆଉ ଯାହାକୁ ପାଥେୟ କରି ସାରା ବିଶ୍ବର ଲୋକମାନେ ଭାରତ ପ୍ରତି ଆକୃଷ୍ଟ ହୋଇ ତାକୁ ନିଜ ଜୀବନରେ ବ୍ରତ ଭାବେ ପାଳନ କରି ଏହିଠାରେ ଭାରତୀୟ ନିଜକୁ ହଜାଇ ଦେଇଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

2ୟ ଅକ୍ଷର ରାଜ୍ୟ ସ୍ତରୀୟ ପୁସ୍ତକ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠକ ପାଠିକା ଖାସ କରି ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକରୁ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ରାଜ୍ୟପାଳ ଅନେକ ଲେଖକ ଓ ଲେଖିକାଙ୍କ ପୁସ୍ତକ ଉନ୍ମୋଚନ କରିବା ସହିତ ସାରସ୍ବତ ସାଧକ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଉତ୍ସବରେ ଅନ୍ୟମାନଙ୍କ ବହୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ସାହିତ୍ୟିକ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ପୁସ୍ତକ ମେଳାରେ ଏଥର ଅନ୍ୟଭାଷାର ପୁସ୍ତକ ଅପେକ୍ଷା ଓଡ଼ିଆ ଭାଷାର ପୁସ୍ତକ ଅଧିକ ବିକ୍ରି ହୋଇଥିବା ବେଳେ ଯୁବପିଢ଼ିର ପାଠକ ପାଠିକା ମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଉପନ୍ୟାସ,ଗଳ୍ପ,ରହସ୍ୟ ଓ ରୋମାଞ୍ଚ ଏବଂ ବୈଷୟିକ ସାହିତ୍ୟ ପ୍ରତି ଅଧିକ ରୁଚି ଦେଖାଇଥିବା କହିଛନ୍ତି ଆୟୋଜକ କମିଟିର ସଦସ୍ୟ ରେଣୁକା ମିଶ୍ର ।

ଆଗାମୀ ବର୍ଷ କୁ ଏହାକୁ ଆହୁରି ବୃହତ୍ତର କରିବା ସହ ଦିଲ୍ଲୀ ଓ କୋଲକାତା ଭଳି ବଡ଼ ଆକାର କରିବା ପାଇଁ ସରକାର ଚେଷ୍ଟିତ ବୋଲି ମନ୍ତ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପୁସ୍ତକ ମୋର ଦ୍ଵିତୀୟ ସ୍ତ୍ରୀ।ସବୁ କିଛି ନ ହେଲେ ବଞ୍ଚିବା ସମ୍ଭବ କିନ୍ତୁ ପୁସ୍ତକ ବିନା ବଞ୍ଚିବା ଅସମ୍ଭବ।କାରଣ ପୁସ୍ତକ ଆମକୁ ଜୀବନରେ ଚାରି ପ୍ରକାର ଉନ୍ନତି ସାଧନରେ ସହାୟକ ହୋଇଥାଏ।ଯାହାକି ବହୁତ ପୁରୁଣା ଯୁଗରୁ ଚାଲି ଆସିଛି।ଯେମିତିକି ଦୈନନ୍ଦିନ ଜୀବନକୁ କିପରି ଜୀଇଁବାକୁ ହୁଏ ଅର୍ଥାତ ମ୍ୟାନେଜନେଣ୍ଟ ଯାହା ମହାଭାରତ ରେ ସୁଚାରୁ ରୁପେ ବର୍ଣନା ହୋଇଛି,ସେହିପରି ଆମର କାହା ସହିତ କିପରି ସମ୍ବନ୍ଧ ରହିବା ଦରକାର ଅର୍ଥାତ ରିଲେସନସିପ ଯାହା ରାମାୟଣରେ ବର୍ଣ୍ଣିତ,ଏହା ବାଦ ବ୍ୟକ୍ତି ନିର୍ମାଣ ଅର୍ଥାତ ଟ୍ରାନ୍ସଫରମେସନ ଏବଂ ନେତା ନିର୍ମାଣ ଅର୍ଥାତ ଲିଡରସିପ କଥା ଯାହାକି ଯୋଗ ବୈଶିଷ୍ଟ୍ୟ ଓ ଚାଣକ୍ୟ ନୀତିରେ ବର୍ଣ୍ଣିତ ହୋଇଛି। ଆଉ ଯାହାକୁ ପାଥେୟ କରି ସାରା ବିଶ୍ୱର ଲୋକମାନେ ଭାରତ ପ୍ରତି ଆକୃଷ୍ଟ ହୋଇ ତାକୁ ନିଜ ଜୀବନରେ ବ୍ରତଭାବେ ପାଳନ କରି ଏହିଠାରେ ଭାରତୀୟ ନିଜକୁ ହଜାଇ ଦେଇଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶିଲାଲ।

Body:ଆଜି 2ୟ ଅକ୍ଷର ରାଜ୍ୟ ସ୍ତରୀୟ ପୁସ୍ତକ ଉତ୍ସବର ଉଦଜାପାନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେ ପାଠକ ପାଠିକା ଖାସ କରି ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକରୁ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଛନ୍ତି।ଏହି ଅବସରରେ ରାଜ୍ୟପାଳ ଅନେକ ଲେଖକ ଓ ଲେଖିକାଙ୍କ ପୁସ୍ତକ ଉନ୍ମୋଚନ କରିବା ସହିତ ସାରସ୍ୱତ ସାଧକମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଭବାନୀ ଚରଣ ପଟ୍ଟନାୟକ,ଗାନ୍ଧିବାଦୀ ନେତ୍ରୀ ଶ୍ରୀମତୀ ଗିରିଜା ଦେବୀ,ଓଡ଼ିଆ ଭାଷା ସାହିତ୍ୟବ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ପୁସ୍ତକମେଳାରେ ଏଥର ଅନ୍ୟଭାଷା ର ପୁସ୍ତକ ଅପେକ୍ଷା ଓଡ଼ିଆ ଭାଷା ର ପୁସ୍ତକ ଅଧିକ ବିକ୍ରି ହୋଇଥିବା ବେଳେ ଯୁବପିଢ଼ିର ପାଠକ ପାଠିକମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଉପନ୍ୟାସ,ଗଳ୍ପ,ରହସ୍ୟ ଓ ରୋମାଂଚ ଏବଂ ବୈଷୟିକ ସାହିତ୍ୟ ପ୍ରତି ଅଧିକ ରୁଚି ଦେଖାଇଥିବା କହିଛନ୍ତି ଆୟୋଜକ କମିଟିର ସଦସ୍ୟ ଶ୍ରୀମତୀ ରେଣୁକା ମିଶ୍ର ପ୍ରକାଶ କରିଛନ୍ତି।ତେବେ ବାହାର ପ୍ରଦେଶରୁ ଆସିଥିବା ବିକ୍ରେତା ଓ ପ୍ରକାଶକ ଭଲ ବ୍ୟବସାୟ ହୋଇ ନ ଥିବା କହୁଥିଲେ ମଧ୍ୟ ଏଥର ପୁସ୍ତକ ମେଳାଟିରେ ଭଲ ହୋଇଥିବା ସେ କହିଛନ୍ତି।ସେହିପରି ଆଗାମୀ ବର୍ଷ କୁ ଏହାକୁ ଆହୁରି ବୃହତ୍ତର କରିବା ସହ ଦିଲ୍ଲୀ ଓ କଲିକତା ଭଳି ବଡ଼ ଆକାର କରିବା ପାଇଁ ସରକାର ଚେଷ୍ଟିତ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ବାଇଟ-ମନ୍ତ୍ରୀ-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
ବାଇଟ-ରେଣୁକା ମିଶ୍ର-ଆୟୋଜକ କମିଟି ସଦସ୍ୟ
ବାଇଟ-ପାଠକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.