ETV Bharat / city

ନବୀନଙ୍କ ନୂଆପଡା ଗସ୍ତ, ନରସିଂହ କହିଲେ ମିଥ୍ୟା ପ୍ରତିଶ୍ରୁତି ନ ଦିଅନ୍ତୁ - ଭୁବନେଶ୍ବର ଖବର

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତକୁ ନେଇ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । କହିଲେ ପଶ୍ଟିମ ଓଡିଶାବାସୀଙ୍କୁ ପ୍ରହସନ କି ମିଥ୍ୟା ପ୍ରତିଶ୍ରୁତି ନ ଦିଅନ୍ତୁ ସରକାର । ଅଧିକ ପଢନ୍ତୁ:

narasingh mishra reaction on cm nuapada visit
ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ, ନରସିଂହ କହିଲେ ପ୍ରହସନ କି ମିଥ୍ୟା ପ୍ରତିଶ୍ରୁତି ନ ଦିଅନ୍ତୁ
author img

By

Published : Mar 10, 2021, 3:41 PM IST

Updated : Mar 10, 2021, 4:55 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଜିଲ୍ଲା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ସମାଲୋଚନା କରିଛନ୍ତି । ସରକାର ଭାବୁଛନ୍ତି ଯେ ପଶ୍ଚିମ ଓଡିଶାବାସୀ ମୁର୍ଖ, ସହଜରେ ଠକିଦେବେ । ସରକାରୀ ଦଳ ଭାବୁଛନ୍ତି ଓଡିଶାକୁ ଠକି ଠକି ଏତେ ବର୍ଷ ଶାସନ କରୁଛୁ ପଶ୍ଚିମ ଓଡିଶାକୁ ବି ଠକିଦେବୁ ।

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ, ନରସିଂହ କହିଲେ ପ୍ରହସନ କି ମିଥ୍ୟା ପ୍ରତିଶ୍ରୁତି ନ ଦିଅନ୍ତୁ

ଲୋୟର ଇନ୍ଦ୍ର ଜଳସେଚନ କେବେଠୁ ଆରମ୍ଭ ହୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ୨୦ ବର୍ଷ ହେବ ଅଧା କାମ ହୋଇଛି । ୪୦୦୦ କୋଟିର ଅଧିକ ଟଙ୍କା ଲୋୟର ଇନ୍ଦ୍ର ପ୍ରକଳ୍ପର ମାତ୍ର ୨୦୦ରୁ ୩୦୦ କୋଟି ନୂଆ ପ୍ରୋଜେକ୍ଟ ଟଙ୍କା ଦେଇଛନ୍ତି । ସରକାର ଯାଇ ନାଟକ ବାଜି ନକରନ୍ତୁ । ପ୍ରହସନ କି ମିଥ୍ୟା ପ୍ରତିଶ୍ରୁତି ନ ଦିଅନ୍ତୁ । କିଛି ନକରି ବାଃବାଃ ନ ନିଅନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ

Last Updated : Mar 10, 2021, 4:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.