ETV Bharat / city

ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ - national Zoo Bhubaneswar

ଶନିବାର ଓ ରବିବାର ରାଜ୍ୟରେ ଜାରି ରହିବ ସପ୍ତାହାନ୍ତ ସଟଡାଉନ । କୋଭିଡ ସଂକ୍ରମଣରେ ରୋକ୍ ଲଗାଇବାକୁ ୨ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ । ଅଧିକ ପଢନ୍ତୁ...

ସପ୍ତାହକୁ ୫ଦିନ ଖୋଲା ରହିବ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ

author img

By

Published : Aug 6, 2021, 4:39 PM IST

ଭୁବନେଶ୍ବର: ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ପ୍ରାଣୀ ଉଦ୍ୟାନ । କୋରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଏବେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ। କୋଭିଡ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ପ୍ରତି ଶନିବାର ଓ ରବିବାର ସଟଡାଉନ ହେବା ନେଇ ପୂର୍ବରୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସପ୍ତାହକୁ ୫ଦିନ ଖୋଲା ରହିବ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ

ଏନେଇ ଏହି ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ। ତେବେ ଏହା ବଦଳରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ। ସେପଟେ ସୋମବାର ରୁ ଶୁକ୍ରବାର ଯାଏଁ ସକାଳ 7 ଟା 30ରୁ ସନ୍ଧ୍ୟା 5 ଟା 30 ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବୁଲିପାରିବେ। ଏହି ନିୟମ କେବଳ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ପାଇଁ ଲାଗୁ କରାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.