ETV Bharat / city

OUAT ରେ ବାର୍ଡ ଫ୍ଲୁ, କାଲିଠୁ ନନ୍ଦନକାନନ ପକ୍ଷୀ ବିହାର ବନ୍ଦ - nandankan news

nandankanan bird bihar close for birdflu
ବାର୍ଡ ଫ୍ଲୁ ପାଇଁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ
author img

By

Published : Jan 27, 2020, 9:24 PM IST

Updated : Jan 27, 2020, 10:09 PM IST

21:08 January 27

ବାର୍ଡ ଫ୍ଲୁ ପାଇଁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ

ବାର୍ଡ ଫ୍ଲୁ ପାଇଁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ

ଭୁବନେଶ୍ବର: ବାର୍ଡ ଫ୍ଲୁ ପାଇଁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ ରହିବ।  ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ  ହେବାପରେ ଏହି ପଦକ୍ଷେପ ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମଙ୍ଗଳବାରଠୁ ଅନ୍ୟାଦେଶ ନଆସିବା ପର୍ଯ୍ୟନ୍ତ ନନ୍ଦନକାନନରେ ପକ୍ଷୀ ବିହାର ବନ୍ଦ ରହିବ । ଫଳରେ ପକ୍ଷୀ ରହୁଥିବା ଅଞ୍ଚଳରେ ପର୍ଯ୍ୟଟକଙ୍କ ଚଳପ୍ରଚଳ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ନନ୍ଦନକାନନର କର୍ତ୍ତୃପକ୍ଷ । 

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ 

Intro:

ବାର୍ଡ ଫ୍ଲୁ ପାଇଁ ନନ୍ଦନକାନନ ର ପକ୍ଷୀ ବିହାର ବନ୍ଦ।

ବାର୍ଡ ଫ୍ଲୁ ପାଇଁ ଆସନ୍ତା କାଲିଠାରୁ ଅନ୍ୟାଦେଶ ଯାଏଁ ନନ୍ଦନକାନନରେ ବନ୍ଦ ରହିବ ପକ୍ଷୀ ବିହାର। ପକ୍ଷୀ ରହୁଥିବା ଅଂଚଳରେ ପର୍ଯ୍ୟଟକଙ୍କ ଚଳପ୍ରଚଳ ମନା।

Body:
ବାର୍ଡ ଫ୍ଲୁ ରେ ଭୁବନେଶ୍ୱରରେ ଚିହ୍ନଟ କରାଯାଇଥିବା ବେଳେ ଭୟ ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏନେଇ ନନ୍ଦନକାନନର କତ୍ତୃପକ୍ଷ ସମ୍ପୂର୍ଣ ବିହାର କୁ ବନ୍ଦ ରଖିଛନ୍ତି । ଏନେଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଏପରିକି କୌଣସି ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ରେ ନସିବା ପାଇଁ ଆସନ୍ତା କାଲିଠାରୁ ବନ୍ଦ କରିଛନ୍ତି ପକ୍ଷୀ ବିହାର।

Conclusion:
Last Updated : Jan 27, 2020, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.