ETV Bharat / city

ନିର୍ମଳା କୃତି ସମ୍ମାନ 2018: ନାଲକୋ ଅଧ୍ୟକ୍ଷ ସମ୍ମାନିତ - ନିର୍ମାଳା

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜୟଦେବ ଭବନରେ ଆରମ୍ଭ ହୋଇଛି ନିର୍ମଳା କୃତି ସମ୍ମାନ 2018 । ଏହି ଅବସରରେ ନିର୍ମଳା କୃତି ବିକାଶ ଟ୍ରଷ୍ଟ ତରଫରୁ ଫିଚର ଫିଲ୍ମ ସିନ୍ଦୁରର ତୃତୀୟ ଅବଦାନ ଲୋକାର୍ପଣ ହେବା ସହ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଛି।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର
author img

By

Published : Apr 4, 2019, 12:41 PM IST

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଜୟଦେବ ଭବନରେ ଆରମ୍ଭ ହୋଇଛି ନିର୍ମଳା କୃତି ସମ୍ମାନ 2018 । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ସମ୍ମାନ ଦିଆଯାଇଛି । ସମାଜସେବା କ୍ଷେତ୍ରରେ ନାଲକୋର ଅଧ୍ୟକ୍ଷ ଡ଼ ତପନ କୁମାର ଚାନ୍ଦଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ନିର୍ମଳା କୃତି ବିକାଶ ଟ୍ରଷ୍ଟ ତରଫରୁ ଫିଚର ଫିଲ୍ମ ସିନ୍ଦୁରର ତୃତୀୟ ଅବଦାନ ଲୋକାର୍ପଣ ହୋଇଛି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର

ଏହାସହ ଭାରତୀୟ ଚାରିଟାବୁଲ ଟ୍ରଷ୍ଟର ଚେୟାରମ୍ୟାନ ଡ. କିଷାନଲାଲ ଅଗ୍ରୱାଲ, ଟିମ ସାହାରାର ଚେୟାରମ୍ୟାନ ନିଷିକାନ୍ତ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି। ସେହିଭଳି ଶିକ୍ଷା କ୍ଷେତ୍ରରେ ଡ଼. ହରିହର ହୋତା, ରେଡ଼ବ୍ରାକର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲଳିତେନ୍ଦୁ ଦାସ ଏବଂ କଳାରେ ସନ୍ତୋଷ ନାୟକଙ୍କୁ ସମ୍ମାନିତ କରାଯାଇଛି।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.