ETV Bharat / city

ନୂଆ ଟ୍ରାଫିକ୍ ନିୟମକୁ ନବନିର୍ମାଣ କୃଷକ ସଂଘର ବିରୋଧ - new traffic rules

ନୂଆ ଟ୍ରାଫିକ୍ ନିୟମକୁ ନେଇ ଭୁବନେଶ୍ବରସ୍ଥିତ ରାଜମହଲ ଛକରେ ଦେଖାଦେଇଥିବା ଉତ୍ତେଜନା ପରେ ଆଜି ଲୋୟର ପିଏମଜିରେ ଗର୍ଜିଛନ୍ତି ନବ ନିର୍ମାଣ କୃଷକ ସଂଘର ଛାତ୍ରଛାତ୍ରୀ । ସାଧାରଣ ଜନତାଙ୍କ ଉପରେ ଏହି ନିୟମ ଲାଗୁ କରିବା ପୂର୍ବରୁ ସରକାର ପ୍ରଥମେ ନିଜ ଉପରେ ଲାଗୁ କରନ୍ତୁ ବୋଲି ସଂଘ ଦାବି କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 8, 2019, 1:56 PM IST

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମକୁ ଭିନ୍ନ ଭିନ୍ନ ଭାବେ ପ୍ରତିବାଦ କରୁଛନ୍ତି ରାଜଧାନୀବାସୀ । ଥମୁନି ବିରୋଧର ସ୍ବର । କିଏ ନୀରବତାର ସହ ଆନ୍ଦୋଳନ କରୁଛି ତ ଆଉ କିଏ ଆନୁଷ୍ଠାନିକ ଭାବେ ରାଜରାସ୍ତାରେ ନାରାବାଜି ଦେଉଛି । ହେଲେ ସଭିଁଙ୍କର ଗୋଟିଏ ପ୍ରତିବାଦର ସ୍ବର ନୂଆ ଟ୍ରାଫିକ୍ ନିୟମରେ ସୁଧାର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗତକାଲି ରାଜଧାନୀ ଭୁବନେଶ୍ବରସ୍ଥିତ ରାଜମହଲ ଛକରେ ଏହି ନୂଆ ନିୟମକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ଆଜି ତାକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିବାଦର ସ୍ବର ଉଠିଛି । ଅପରପକ୍ଷେ ଆଜି ନବନିର୍ମାଣ କୃଷକ ସଂଘର ଛାତ୍ରଛାତ୍ରୀ ରାଜଧାନୀର ଲୋୟର ପିଏମଜିରେ ଗର୍ଜନ କରିବାର ଦେଖିବାକୁ ମିଳିଥିଲା । ସାଧାରଣ ଜନତାଙ୍କ ଉପରେ ଏହି ନିୟମ ଲାଗୁ କରିବା ପୂର୍ବରୁ ସରକାର ପ୍ରଥମେ ନିଜ ଉପରେ ଲାଗୁ କରନ୍ତୁ ବୋଲି ସଂଘ ଦାବି କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଟ୍ରାଫିକ ର ନୂଆ ନିୟମ କୁ ଭିନ୍ନ ଭିନ୍ନ ଭାବରେ ପ୍ରତିବାଦ କରୁଛନ୍ତି ରାଜଧାନୀ ବାସୀ
ଏବେ ବି ବଢୁଛି ବିରେଧ ର ସ୍ୱର, କେଉଁ ଅନୁଷ୍ଟାନ ନିରବ ରେ ଧାରଣା ଦେଉଛି ତ ଆଉ କେଉଁ ଅନୁଷ୍ଠିନ ରାଜ ରାସ୍ତା ରେ ନାରାବାଜି ଦେଉଛି, ହେଲେ ସଭିଙ୍କ ଗୋଟିଏ ପ୍ରତିବାଦ ର ସ୍ୱର ନୂଆ ଟ୍ରାଫିକ ନିୟମ ଉପରେ ସୁଧାର ଆଣ। ଗତ କାଲି ରାଜ ରାସ୍ତାର ରାଜମହଲ ରେ ଏହି ନୂଆ ନିୟମ ପରେ ଯେଉଁଭଳି ଉତେଜନା ଦେଖା ଯାଇଥିଲା ତାକୁ ନେଇ ବିଭିନ୍ନ ଅନୁଷ୍ଠାନ ପ୍ରତିବାଦ କରିବାର ଦେଖିବା କୁ ମିଳୁଛି।ଅନ୍ୟ ପଟେ ଆଜି ନବ ନିର୍ମାଣ କୃଷକ ସଙ୍ଘ ର ଛାତ୍ରଛାତ୍ରୀ ମାନେ ରାଜ ର ଲୋୟର ପିଏମଜି ଉପରେ ଗର୍ଜିନ କରିବାର ଦେଖିବା କୁ ମିଳିଥିଲା। ଯଥା ଶୀଘ୍ର ଏ ନିୟମ ଲାଗୁ କରିବା ପୂର୍ବ ରୁ ସରକାର ନିଜ ଉପରେ ଲାଗୁ କରନ୍ତୁ ବୋଲି ସଙ୍ଘ ଦାବି ରଖିଛିBody:ଟ୍ରାଫିକ ର ନୂଆ ନିୟମ କୁ ଭିନ୍ନ ଭିନ୍ନ ଭାବରେ ପ୍ରତିବାଦ କରୁଛନ୍ତି ରାଜଧାନୀ ବାସୀ
ଏବେ ବି ବଢୁଛି ବିରେଧ ର ସ୍ୱର, କେଉଁ ଅନୁଷ୍ଟାନ ନିରବ ରେ ଧାରଣା ଦେଉଛି ତ ଆଉ କେଉଁ ଅନୁଷ୍ଠିନ ରାଜ ରାସ୍ତା ରେ ନାରାବାଜି ଦେଉଛି, ହେଲେ ସଭିଙ୍କ ଗୋଟିଏ ପ୍ରତିବାଦ ର ସ୍ୱର ନୂଆ ଟ୍ରାଫିକ ନିୟମ ଉପରେ ସୁଧାର ଆଣ। ଗତ କାଲି ରାଜ ରାସ୍ତାର ରାଜମହଲ ରେ ଏହି ନୂଆ ନିୟମ ପରେ ଯେଉଁଭଳି ଉତେଜନା ଦେଖା ଯାଇଥିଲା ତାକୁ ନେଇ ବିଭିନ୍ନ ଅନୁଷ୍ଠାନ ପ୍ରତିବାଦ କରିବାର ଦେଖିବା କୁ ମିଳୁଛି।ଅନ୍ୟ ପଟେ ଆଜି ନବ ନିର୍ମାଣ କୃଷକ ସଙ୍ଘ ର ଛାତ୍ରଛାତ୍ରୀ ମାନେ ରାଜ ର ଲୋୟର ପିଏମଜି ଉପରେ ଗର୍ଜିନ କରିବାର ଦେଖିବା କୁ ମିଳିଥିଲା। ଯଥା ଶୀଘ୍ର ଏ ନିୟମ ଲାଗୁ କରିବା ପୂର୍ବ ରୁ ସରକାର ନିଜ ଉପରେ ଲାଗୁ କରନ୍ତୁ ବୋଲି ସଙ୍ଘ ଦାବି ରଖିଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.