ETV Bharat / city

ସାଧାରଣ ଲୋକଙ୍କୁ କାହିଁକି ଏନ-୯୫ ମାସ୍କ ବ୍ୟବହାର ନେଇ ସତର୍କ କଲେ ସରକାର, ଜାଣନ୍ତୁ... - ଡାକ୍ତର ଶ୍ରୀକାନ୍ତ ଦାର ପ୍ରତିକ୍ରିୟା

ଏନ-୯୫ ମାସ୍କ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଛି । ଏନେଇ କଣ କହୁଛନ୍ତି ଡାକ୍ତର ଶ୍ରୀକାନ୍ତ ଦାର ପ୍ରତିକ୍ରିୟା ? ଜାଣନ୍ତୁ...

N-95 mask ban for public use, What expert says watch ?
ସାଧାରଣ ଲୋକଙ୍କୁ କାହିଁକି ଏନ-୯୫ ମାସ୍କ ବ୍ୟବହାର ନେଇ ସତର୍କ କଲେ ସରକାର, ଜାଣନ୍ତୁ...
author img

By

Published : Jul 21, 2020, 7:45 PM IST

ଭୁବନେଶ୍ବର: ଏନ-୯୫ ମାସ୍କ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନ-୯୫ ମାସ୍କ ବ୍ୟବହାର କରିବା ଦ୍ବାରା ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟ ଲୋକଙ୍କୁ ସଂକ୍ରମିତ କରିପାରିବ ବୋଲି କୁହାଯାଇଛି ।

N-95 mask ban for public use, What expert says watch ?
ଏନ-୯୫ ମାସ୍କ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୋଟିସ

ଭାଲବ୍ ଯୁକ୍ତ ଏନ-୯୫ ମାସ୍କରେ ଥିବା ଛିଦ୍ରରେ ବାୟୁ ଦ୍ଵାରା ଭୂତାଣୁ ପ୍ରବାହିତ ହୋଇପାରିବ । ବର୍ତ୍ତମାନ କେବଳ ଭାଲବ୍ ଯୁକ୍ତ ଏନ-୯୫ ମାସ୍କ କୁ ସାଧାରଣ ଲୋକ ପିନ୍ଧିବା ପାଇଁ ବାରଣ କରାଯାଇଛି । ଏହା ନିଜକୁ ପ୍ରୋଟେକ୍ଟ କରିବ ସତ ହେଲେ ଯଦି ଉକ୍ତ ବ୍ୟକ୍ତି କୋରୋନା ସଂକ୍ରମଣ ହୋଇଥାନ୍ତି ଅନ୍ୟ ମାନେ ସଂକ୍ରମଣ ହେବାର ଆଶଙ୍କା ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଲେଖି ଚେତାଇ ଦିଆଯାଇଛି ଯେ, ଛିଦ୍ରଯୁକ୍ତ ଶ୍ବାସଯନ୍ତ୍ର ବା ଭଲଭ୍ ଲାଗିଥିବା ଏନ-୯୫ ମାସ୍କ ବ୍ୟବହାର କରିବା ବିପଜ୍ଜନକ ହୋଇପାରେ । ଏନ-୯୫ ମାସ୍କ ଦ୍ବାରା ଭୂତାଣୁ ସଂକ୍ରମଣକୁ ରୋକା ଯାଇପାରିବ ନାହିଁ ।

ସାଧାରଣ ଲୋକଙ୍କୁ କାହିଁକି ଏନ-୯୫ ମାସ୍କ ବ୍ୟବହାର ନେଇ ସତର୍କ କଲେ ସରକାର, ଜାଣନ୍ତୁ...

ଏନେଇ ଡାକ୍ତର ଶ୍ରୀକାନ୍ତ ଦାର ପ୍ରତିକ୍ରିୟା ରଖିଛନ୍ତି । ସାଧାରଣ ଲୋକଙ୍କୁ କପଡାରେ ତିଆରି ମାସ୍କ ଗରମ ପାଣିରେ ଭଲ ଭାବେ ଫୁଟାଇ ବ୍ୟବହାର କରିପାରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.