ETV Bharat / city

ପାରିବାରିକ ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ, ସ୍ତ୍ରୀ ସାମ୍ନାରେ ନେଇଗଲେ ସ୍ବାମୀର ଜୀବନ

author img

By

Published : Feb 11, 2021, 9:57 AM IST

ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀ ଆଖିଆଗରେ ସ୍ବାମୀର ଜୀବନ ନେଇଗଲେ ପଡୋଶୀ । ଅଧିକ ପଢନ୍ତୁ...

ହତ୍ୟାକାଣ୍ଡ
ହତ୍ୟାକାଣ୍ଡ

ଭୁବନେଶ୍ବର: ସ୍ତ୍ରୀ ଆଖି ଆଗରେ ସ୍ବାମୀର ଜୀବନ ନେଇଗଲେ । ପାରିବାରିକ କଳହକୁ ନେଇ ସ୍ବାମୀକୁ ଜୀବନରୁ ମାରିବା ସହ ସ୍ତ୍ରୀକୁ ଆହତ କରିଛନ୍ତି ପଡୋଶୀ । ରାଜଧାନୀର ମଞ୍ଚେଶ୍ବର ଝରଣା ସାହିରେ ଏପରି ଦେଖିବାକୁ ମିଳିଛି ।

ଛୋଟୁ ବେସରା ନାମକ ବ୍ୟକ୍ତିଙ୍କୁ ତାଙ୍କ ପଡୋଶୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ତାଙ୍କ ପଡୋଶୀ ତାଙ୍କୁ ଜୀବନରେ ମାରିବା ସହ ତାଙ୍କ ପତ୍ନୀଙ୍କୁ ଗୁରୁତର ଆହତ କରିଛି ।

ସେପଟେ ଏନେଇ ପୋଲିସ ଖବର ପାଇବା ପରେ ହତ୍ୟାକାରୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.