ଭୁବନେଶ୍ବର: ଓଡିଶାରେ ପୁଣି ଦ୍ରୁତଗତିରେ ମାଡି ଚାଲିଛି କୋରୋନା ସଂକ୍ରମଣ । ପ୍ରତ୍ୟେକ ଦିନ କେହିନା କେହି ବରିଷ୍ଠ ରାଜନେତା ସଂକ୍ରମଣର ଶିକାର ହେଉଛନ୍ତି । ଏବେ କୋରୋନା ପଞ୍ଝାରେ ରାଜ୍ୟସଭା ସାଂସଦ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ଭଦ୍ରକର ବିଜେଡି ବିଧାୟକ ସଂଜୀବ ମଲ୍ଲିକ । ଉଭୟ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।
-
I have tested positive for COVID-19. Requesting all who came in physical contact with me in the last few days to undergo testing please. #COVID19India
— SANJIB MALLICK (@Sanjibkumallick) January 7, 2022 " class="align-text-top noRightClick twitterSection" data="
">I have tested positive for COVID-19. Requesting all who came in physical contact with me in the last few days to undergo testing please. #COVID19India
— SANJIB MALLICK (@Sanjibkumallick) January 7, 2022I have tested positive for COVID-19. Requesting all who came in physical contact with me in the last few days to undergo testing please. #COVID19India
— SANJIB MALLICK (@Sanjibkumallick) January 7, 2022
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦ୍ବିତୀୟ ଥର ପାଇଁ କୋରୋନା ସଂକ୍ରମିତ ହୋଇଛନ୍ତି । ୨୦୨୦ରେ ସସ୍ମିତ ପାତ୍ର ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ପଜିଟିଭ ହେବା ପରେ ଉଭୟ ଟ୍ବିଟକରି କହିଛନ୍ତି, କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମେସ୍ତ କୋରୋନା ଟେଷ୍ଟ କରାନ୍ତୁ । ପ୍ରକାଶ ଥାଉ କି ଉଭୟେ କୋରୋନା ଟିକାର ଉଭୟ ଡୋଜ୍ ନେଇଥିଲେ । ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧନ୍ତୁ ଓ ସତର୍କତା ଅବଲମ୍ବନକରନ୍ତିୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।
-
I have tested positive for COVID-19. Requesting all who came in physical contact with me in the last few days to undergo testing please. Despite being fully vaccinated, I got it now and had it once in 2020. This shows we must keep our guard up. Stay safe, mask up, stay alert!
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) January 7, 2022 " class="align-text-top noRightClick twitterSection" data="
">I have tested positive for COVID-19. Requesting all who came in physical contact with me in the last few days to undergo testing please. Despite being fully vaccinated, I got it now and had it once in 2020. This shows we must keep our guard up. Stay safe, mask up, stay alert!
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) January 7, 2022I have tested positive for COVID-19. Requesting all who came in physical contact with me in the last few days to undergo testing please. Despite being fully vaccinated, I got it now and had it once in 2020. This shows we must keep our guard up. Stay safe, mask up, stay alert!
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) January 7, 2022
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ