ETV Bharat / city

୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ମିଳିଲା ଅନୁମତି - ସମସ୍ୟାର ସମାଧାନ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ସ୍ମାର୍ଟ ସିଟିର ଡ୍ରେନ କାର୍ଯ୍ୟର ସମସ୍ୟା ସମାଧାନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ...

MP Aparajita sarangi
ଡ୍ରେନେଜର ସୁବ୍ୟବସ୍ଥା ପାଇଁ ରାଜନାଥଙ୍କୁ ଭେଟିଲେ ଅପରାଜିତା
author img

By

Published : Jun 25, 2021, 6:11 PM IST

Updated : Jun 25, 2021, 10:03 PM IST

ଭୁବନେଶ୍ବର: ସମାଧାନ ହେଲା ସମସ୍ୟା । ସ୍ମାର୍ଟସିଟିରେ ତ୍ବରାନ୍ବିତ ହେବ ଡ୍ରେନ । ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ।

ଡ୍ରେନେଜର ସୁବ୍ୟବସ୍ଥା ପାଇଁ ରାଜନାଥଙ୍କୁ ଭେଟିଲେ ଅପରାଜିତା

ଗତ ୧୫ ଫେବୃଆରୀ ୨୦୨୦ ରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ଆଗ୍ରହ କରିଥିଲେ l

  • On request of Nayapalli residents,I met Minister Sri Rajnath Singh ji,and requested him to grant permission for drain construction inside120 battalion premises.This drain would be a big relief for the residents.Permission has arrived. Am grateful to @narendramodi & @rajnathsingh. pic.twitter.com/fR2qajM7ja

    — Aparajita Sarangi, Member of Parliament (@AprajitaSarangi) June 25, 2021 " class="align-text-top noRightClick twitterSection" data=" ">

ଉଲ୍ଲେଖଯୋଗ୍ୟ ଯେ ଏହି ଭୁବନେଶ୍ବର ଅଞ୍ଚଳ ସାମାନ୍ୟ ବର୍ଷାରେ ଜଳମଗ୍ନ ହେଉଥିବାରୁ ପ୍ରଭାବିତ ହେଉଥିବା ବହୁ ସଂଖ୍ୟାରେ ଜନସାଧାରଣ ସାଂସଦଙ୍କୁ ସମସ୍ୟା ସମାଧାନ ପାଇଁ ଜଣାଇଥିଲେ l ଏହି ଡ୍ରେନ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି l

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jun 25, 2021, 10:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.