ETV Bharat / city

ଓଡିଆ ପିଲା ପଢିବେ ଅଟୋମେଟିଭ ମେକାଟ୍ରୋନିକ୍ସ

author img

By

Published : Aug 27, 2019, 7:12 PM IST

ବିଶ୍ବସ୍ତରୀୟ ଆଇକନ ଭାବେ ପରିଚିତ ମର୍ସଡିସ ବେଞ୍ଜ । କିଟ କଲେଜ ଆରମ୍ଭ କରିବ ଆଡଭାନ୍ସ ଡିପ୍ଲୋମା ଇନ ଅଟୋମୋଟିଭି ମେକାଟ୍ରୋନିକ୍ସ । ଏଥିଲାଗି ମର୍ସଡିଜ ବେଞ୍ଜ ଇଣ୍ଡିଆ ବୁଝାମଣାପତ୍ର ସ୍ଵାକ୍ଷର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ) ଆରମ୍ଭ କରିବ ଆଡଭାନ୍ସ ଡିପ୍ଲୋମା ଇନ ଅଟୋମେଟିଭ ମେକାଟ୍ରୋନିକ୍ସ । ଏହି କାର୍ଯ୍ୟକ୍ରମରେ କିଟ ସହ ମର୍ସଡିସ ବେଞ୍ଜ ଇଣ୍ଡିଆ ବୁଝାମଣାପତ୍ର (ଏମଓୟୁ) ସ୍ଵାକ୍ଷର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମର୍ସଡିସ ବେଞ୍ଜ ହେଉଛି ବିଶ୍ବସ୍ତରୀୟ ଆଇକନ। ଏଭଳି କାର୍ଯ୍ୟକ୍ରମ ବହୁତ ଗୁରୁତ୍ବପୂର୍ଣ୍ଣ । କାରଣ ଛାତ୍ରଛାତ୍ରୀମାନେ ବିଶ୍ବସ୍ତରୀୟ ତାଲିମ ସହିତ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିପାରିବେ। ପ୍ରଚଳିତ ଶିଳ୍ପ ନିୟମ ସହ ସମାନ କଟିଙ୍ଗ ଏଜ ପ୍ରଯୁକ୍ତିକୁ ବୁଝିପାରିବେ। ମର୍ସଡିଜ ବେଞ୍ଚ ସହିତ ପ୍ରତିଯୋଗିତାକୁ ନେଇ ଛାତ୍ରଛାତ୍ରୀମାନେ ବହୁତ ଖୁସି ଅଛନ୍ତି। ଏହା ଦ୍ବାରା କୌଶଳ ବଢାଇବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ଲୋକସଭା ସାଂସଦ, କିଟ ଓ କିସର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ କହିଛନ୍ତି ।

ଏଡିଏମଏମ ପାଠ୍ୟକ୍ରମ ହେଉଛି ଶିଳ୍ପ କ୍ଷେତ୍ରରେ ଅନ୍ୟତମ ପାଠ୍ୟକ୍ରମ । ସମାଜକୁ ଫେରିବା ଲାଗି ମର୍ସଡିଜ ବେଞ୍ଚର ରହିଥିବା ପ୍ରତିବନ୍ଧକତା ଯୋଗୁଁ ଏହି ପାଠ୍ୟକ୍ରମ ସଂପ୍ରସାରିତ ହୋଇଛି। ଏହାର ସଫଳତା ସନ୍ତୋଷ ଦାୟକ। ବିଗତ ବର୍ଷ ଗୁଡିକରେ 9 ଅନୁଷ୍ଠାନ ସହ ଅନୁବନ୍ଧିତ ହୋଇ 650ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସଫଳତା ସହ ତାଲିମ ପ୍ରଦାନ କରାଯାଇଛି। ନିରନ୍ତର ଭାବରେ ଦକ୍ଷତା ଓ କୌଶଳ ଗଠନ କରିବା ସହ ଯୁବପୀଢୀ ବଡ ଧରଣର ଲାଭବାନ ହେବ ବୋଲି ମର୍ସଡିଜ ବେଞ୍ଚ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ମାର୍ଟିନ ସିୱେଙ୍କ୍‌ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ମର୍ସଡିସ ବେଂଚ ଇଣ୍ଡିଆ କିଟ ସହିତ ଏମଓୟୁ ସ୍ବାକ୍ଷର।

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରୀଆଲ ଟେକ୍ନୋଲୋଜି( କିଟ) ଆରମ୍ଭ କରିବ ଆଡଭାନ୍ସ ଡିପ୍ଲୋମା ଇନ ଅଟୋମୋଟିଭି ମେକାଟ୍ରୋନିକ୍ସ। ଏହି ପତ୍ୟକ୍ରମ ପାଇଁ କିଟ ସହ ଏକ ଏମଓୟୁ ସ୍ଵାକ୍ଷର କରାଯାଇଛି।

Body:

ମର୍ସଡିସ ବେଂଚ ହେଉଛି ବିଶ୍ୱ ସ୍ଥାରୀୟ ଆଇକନ। ଏଭଳି କାର୍ଯ୍ୟକ୍ରମ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଛାତ୍ର ଛାତ୍ରୀମାନେ ବିଶ୍ୱ ସ୍ଥାରୀୟ ତାଲିମ ସାହୁତ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିପାରିବେ। ପ୍ରଚଳିତ ଶିଳ୍ପ ନିୟମ ସହ ସମାନ କଟିଂ ଏଜ ପ୍ରଯୁକ୍ତି କୁ ବୁଝିପାରିବେ। ମର୍ସଡିସ ବେଂଚ ସହିତ ପ୍ରତିଯୋଗୀତାକୁ ନେଇ ଛାତ୍ରଛାତ୍ରୀମାନେ ବହୁତ ଖୁସି ଅଛନ୍ତି। ଏହି ଦ୍ୱାରା କୌଶଳ ବଢାଇବା ସହ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ଲୋକସଭା ସାଂସଦ ଓ କିଟ ଓ କିସ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ କହିଛନ୍ତି।

ଏଡି ଏମ ଏମ ପାଠ୍ୟକ୍ରମ ହେଉଛି ଶିଳ୍ପ କ୍ଷତ୍ରରେ ଅନ୍ୟତମ ପାଠ୍ୟକ୍ରମ। ସମାଜକୁ ଫେରିବା ଲାଗି ମର୍ସଡିସ ବେଂଚ ର ରହିଥିବା ପ୍ରତିବନ୍ଧକତା ଯୋଗୁଇଁ ଏହି ପାଠ୍ୟକ୍ରମ ସଂପ୍ରସାରିତ ହୋଇଛି। ଏହାର ସଫଳତା ସନ୍ତୋଷ ଦାୟକ। ବିଗତ ବର୍ଷ ଗୁଡିକରେ 9 ଅନୁଷ୍ଠାନ ସହିତ ସହ ବନ୍ଧକ ହୋଇ 650 ରୁ ଅଧିକ ଛାତ୍ର ଛାତ୍ରୀ ସଫଳତା ସହ ତାଲିମ ପ୍ରଦାନ କରାଯାଇଛି। ନିରନ୍ତର ଭାବରେ ଦକ୍ଷତା ଓ କୌଶଳ ଗଠନ କରିବା ସହ ଯୁବ ମସ୍ତିଷ୍କ ଏବଂ ସମାଜ ବଡ ଧରଣର ଲାଭବାନ ହେବ ବୋଲି ମର୍ସଡିସ ବେଂଚ ଇଣ୍ଡିଆର ପରିଚାଳନା ନିର୍ଦେଶକ ଓ ସିଇଓ ମାର୍ଟିନ ସିୱେଙ୍କ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.