ETV Bharat / city

ରାଜଧାନୀରେ ମା' ପୁଅକୁ ନିର୍ମମ ହତ୍ୟା

author img

By

Published : Nov 2, 2021, 6:58 PM IST

Updated : Nov 2, 2021, 9:43 PM IST

ତମାଣ୍ଡୋ ଥାନା ନାରଗଦାରେ ମା' ଓ ପୁଅକୁ ନିର୍ମମ ହତ୍ୟା କଲା ବାପା । ଅଧିକ ପଢ଼ନ୍ତୁ...

ରାଜଧାନିରେ ମା' ଓ ପୁଅକୁ ନିର୍ମମ ହତ୍ୟା
ରାଜଧାନିରେ ମା' ଓ ପୁଅକୁ ନିର୍ମମ ହତ୍ୟା

ଭୁବନେଶ୍ବର: ଦିନକୁ ଦିନ ଅସୁରକ୍ଷିତ ହୋଇ ପଡ଼ୁଛି ରାଜଧାନୀ । ତମାଣ୍ଡୋ ଥାନା ନାରଗଦାରେ ଘର ସାମ୍ନାରେ ପତ୍ନୀ ଓ ପୁଅକୁ ନିର୍ମମ ହତ୍ୟା କଲା ସ୍ବାମୀ । ମୃତ ମହିଳାଙ୍କ ବୟସ ୩୫ରୁ ୪୦ ହୋଇଥିବା ବେଳେ ପୁଅର‌ ବୟସ ୧୦ ବର୍ଷ ହେବା ନେଇ ଅନୁମାନ କରୁଛି ପୋଲିସ । କାକଟପୁର ପୋଲିସ ଷ୍ଟେସନରେ ହତ୍ୟାକାରୀ ସ୍ବାମୀ ଅବନ୍ତି ମଙ୍ଗରାଜ ଆତ୍ମସମର୍ପଣ କରିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି । ପୋଲିସ ହତ୍ୟାକାଣ୍ଡ ସ୍ଥାନରୁ ପାରିପାର୍ଶ୍ବିକ ପ୍ରମାଣ ସଂଗ୍ରହ କରିଛି ।

ରାଜଧାନୀରେ ମା' ଓ ପୁଅକୁ ନିର୍ମମ ହତ୍ୟା

ମୃତ ମହିଳା ସ୍ବର୍ଣ୍ଣଲତା ମଙ୍ଗରାଜ ବୋଲି ଜଣାପଡ଼ିଛି । ପୁଅର ନାଁ କାହ୍ନା ମଙ୍ଗରାଜ । ଉଭୟଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Nov 2, 2021, 9:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.