ETV Bharat / city

ରାଜଧାନୀରୁ ଧରାପଡିଲା ମୋଷ୍ଟୱାଣ୍ଟେଡ କ୍ରିମିନାଲ ସଂଗ୍ରାମ

ରାଜଧାନୀରୁ ଧରା ପଡିଲା ମୋଷ୍ଟ ୱାଣ୍ଟେଡ କ୍ରିମିନାଲ । ସଂଗ୍ରାମ କେଶରୀ ସାମନ୍ତରାୟକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତା ନାମରେ ବହୁ ଅପରାଧିକ ମାମଲା ରହିଛି ।

author img

By

Published : Mar 20, 2019, 10:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଧରାପଡିଛି ମୋଷ୍ଟ ୱାଣ୍ଟେଡ କ୍ରିମିନାଲ । ରବି ଟକିଜ୍ ଅଞ୍ଚଳରେ ଲୁଚି ଥିବାବେଳେ ମୋଷ୍ଟ ୱାଣ୍ଟେଡ କ୍ରିମିନାଲ ସଂଗ୍ରାମ କେଶରୀ ସାମନ୍ତରାୟକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତା ନାମରେ ବହୁ ଅପରାଧିକ ମାମଲା ରହିଛି ।

ସଂଗ୍ରାମ ନାମରେ ଆଲୁମିନିୟମ ଟ୍ରକ ହାଇଜାକ୍‌ କରିବା ଓ ଡ୍ରାଇଭରକୁ ହତ୍ୟା କରିବା ଭଳି ବହୁ ସଙ୍ଗୀନ ମାମଲା ରହିଛି । ଏପରିକି ଅନୁଗୋଳରେ ଏକ କେସରେ ୱାଣ୍ଟେଡ ଥିଲା ସଂଗ୍ରାମ । ତା ଘର ପୁରୀର ରାମଚଣ୍ଡି ଥାନା ଅନ୍ତର୍ଗତ ଦୋପଦାରେ ବୋଲି ଜଣାପଡିଥିବାବେଳେ ରାମଚଣ୍ଡି ଥାନାରେ ଦୁଇଟି ଏନବିଡବ୍ଲୁ ମାମଲା ରହିଛି । ତେବେ ଗିରଫ ପରେ ତାକୁ ରାମଚଣ୍ଡି ଥାନାକୁ ହସ୍ତାନ୍ତର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.