ETV Bharat / city

ରାଜ୍ୟରେ ଆଉ 371 ଜଣ ଆରୋଗ୍ୟ

ଆଜି ଆଉ 371 ଜଣ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 23 ହଜାର 749। ଅଧିକ ପଢନ୍ତୁ...

ରାଜ୍ୟରେ ଆଉ 371 ଜଣ ଆରୋଗ୍ୟ, ମୋଟ ଆରୋଗ୍ୟଙ୍କ ସଂଖ୍ୟା 3 ଲକ୍ଷ ପାର

author img

By

Published : Dec 26, 2020, 10:52 PM IST

ଭୁବନେଶ୍ବର: ରାଜ୍ୟରେ କରୋନା ଆରୋଗ୍ୟରେ 3 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି । ଆଜି ଆଉ 371 ଜଣ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 23 ହଜାର 749 ।

ରାଜ୍ୟରେ ଆଉ 371 ଜଣ ଆରୋଗ୍ୟ, ମୋଟ ଆରୋଗ୍ୟଙ୍କ ସଂଖ୍ୟା 3 ଲକ୍ଷ ପାର
ରାଜ୍ୟରେ ଆଉ 371 ଜଣ ଆରୋଗ୍ୟ, ମୋଟ ଆରୋଗ୍ୟଙ୍କ ସଂଖ୍ୟା 3 ଲକ୍ଷ ପାର

ଆଜି(ଶନିବାର) 30ଟି ଜିଲ୍ଲାରେ 371 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଖୋର୍ଦ୍ଧାରେ 47, ସୁନ୍ଦରଗଡରେ 38, ଅନୁଗୋଳରେ 32, ବଲାଙ୍ଗୀରରେ 28, କଟକରେ 28, ସମ୍ବଲପୁରରେ 27, କେନ୍ଦୁଝରରେ 20, ବାଲେଶ୍ୱରରେ 16, ଯାଜପୁର ଓ ମୟୂରଭଞ୍ଜରେ 16, ନୂଆପଡାରେ 15ଜଗତସିଂହପୁର ରେ 11, କେନ୍ଦ୍ରାପଡା ରେ 9, ବରଗଡ ରେ 8, ଝରସୁଗୁଡ଼ା ରେ 7, ଢେଙ୍କାନଲ ଓ କୋରାପୁଟ ରେ 6, ଭଦ୍ରକ ରେ 5, ଗଜପତି ରେ ଓ ଗଂଜାମ ରେ 4, କଳାହାଣ୍ଡି ନବରଙ୍ଗପୁର ପୁରୀ ଓ ରାୟଗଡା ରେ 3, ମାଲକାନଗିରି ଓ ସୋନପୁର ରେ 2 ଜଣ, ଦେଓଗଡ ଓ ନୟାଗଡ ରେ 1, ଷ୍ଟେଟ ପୁଲରେ 10 ଜଣ ଆରୋଗ୍ୟ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.