ETV Bharat / city

ରାଜ୍ୟରେ ସୁସ୍ଥ ହେଲେ ଆଉ 149, ମୋଟ ସଂଖ୍ୟା 2282

author img

By

Published : Jun 10, 2020, 4:56 PM IST

ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ 149 ଜଣ କୋରୋନା ଆକ୍ରାନ୍ତ । ଏଥିସହ ମୋଟ 2282 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ.

more 149 covid-19 patients recover in odisha
ରାଜ୍ୟରେ ସୁସ୍ଥ ହେଲେ ଆଉ 149, ମୋଟ ସଂଖ୍ୟା 2282

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ ଆଉ 149 କୋରୋନା ଆକ୍ରାନ୍ତ। ଏଥିସହ ମୋଟ ସୁସ୍ଥ ସଂଖ୍ୟା 2282ରେ ପହଞ୍ଚିଛି ।

ରାଜ୍ୟରେ କୋରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ରାଜ୍ୟରେ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ତେବେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ବୁଧବାର ରାଜ୍ୟରେ 149 ଜଣ ସୁସ୍ଥ ହୋଇଛନ୍ତି।

ଏଥିମଧ୍ୟରେ ଗଞ୍ଜାମର 57, ଖୋର୍ଦ୍ଧାର 26, ବଲାଙ୍ଗୀରର 11, ଜଗସିଂହପୁରର 8, ବାଲେଶ୍ୱର, ଯାଜପୁର ଓ ନୟାଗଡର 7 ଜଣ , ଭଦ୍ରକ କେନ୍ଦ୍ରାପଡା ଓ ପୁରୀର 5 ଜଣ , ସୁନ୍ଦରଗଡର 4 , କେନ୍ଦୁଝରର 3 , କଟକର 2 ଓ ବୌଦ୍ଧ ଓ କୋରାପୁଟର ଜଣେ ଲେଖାଁଏ ସୁସ୍ଥ ହେଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମୋଟ 3250 ଆକ୍ରାନ୍ତ ରହିଥିବା ବେଳେ 2282 ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.