ETV Bharat / city

ଚଳିତ ମାସ ଶେଷ ସୁଦ୍ଧା ଓଡିଶାରୁ ଫେରିଯିବ ମୌସୁମୀ - bhubaneswar news

ଆସନ୍ତା 48 ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶା ଓ ଉତ୍ତର ଓଡିଶାରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ । ସେହିପରି ଚଳିତ ମାସ ଶେଷ ସୁଦ୍ଧା ଓଡିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଯିବା ନେଇ ଶନିବାର ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ଚଳିତ ମାସ ଶେଷ ସୁଦ୍ଧା ଓଡିଶାରୁ ଫେରିଯିବ ମୌସୁମୀ

author img

By

Published : Oct 24, 2020, 7:33 PM IST

ଭୁବନେଶ୍ବର: ଆସନ୍ତା 48 ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶା ଓ ଉତ୍ତର ଓଡିଶାରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ । ଧୀରେ ଧୀରେ ହ୍ରାସ ପାଇବ ତାପମାତ୍ରା । ଚଳିତ ମାସ ଶେଷ ସୁଦ୍ଧା ଓଡିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଯିବା ନେଇ ଶନିବାର ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କର୍ତ୍ତୃପକ୍ଷ ।

ତେବେ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ଓ ଉପକୂଳ ଓଡିଶାରେ କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର, କଟକ ଟ୍ବିନ ସିଟିରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ କିଛି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ।

ଚଳିତ ମାସ ଶେଷ ସୁଦ୍ଧା ଓଡିଶାରୁ ଫେରିଯିବ ମୌସୁମୀ
ସେହିପରି ଗତ 24 ଘଣ୍ଟା ଭିତରେ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 18.0 ମିମି ବର୍ଷା ରେକର୍ଡ ହୋଇଛି । ହିନ୍ଦୋଳରେ 7.0 ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ମାଲକାନଗିରିରେ ସର୍ବାଧିକ 35 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.