ETV Bharat / city

ପଟେଲ ବାବୁଙ୍କ ମୋବାଇଲ ଚୋରି, ଟେନସନରେ କମିସନରେଟ ପୋଲିସ - mobile stolen from cmo

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ମୋବାଇଲ ଚୋରି । ତଦନ୍ତ କରୁଛି କମିଶନରେଟ ପୋଲିସ ।ଅଧିକ ପଢନ୍ତୁ...

ପଟେଲ ବାବୁଙ୍କ ମୋବାଇଲ ଚୋରି, ଟେନସନରେ କମିସନରେଟ ପୋଲିସ

author img

By

Published : May 16, 2021, 10:53 PM IST

ଭୁବନେଶ୍ବର: ରାଜ୍ୟ ମୁଖିଆଙ୍କ ସୁରକ୍ଷା କର୍ମଚାରୀ ପଟେଲ ବାବୁଙ୍କ ମୋବାଇଲ ଚୋରି। ଚୋରକୁ ଧରିବାକୁ କମିସନରେଟ ପୋଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି । ଗୋଟିଏ ପରେ ଗୋଟିଏ ଲୋକେସନ ବଦଳାଉଛି ଅଭିଯୁକ୍ତ । ହରଡ଼ଘଣାରେ କମିସନରେଟ ପୋଲିସ। କାରଣ ଲିକ ହୋଇପାରେ କଣ୍ଟାକ୍ଟ ବାହାରକୁ ଆସିପାରେ ସୁରକ୍ଷା ସମ୍ବଧିୟ କିଛି ଭିତରି ତଥ୍ୟ।

ଏପରି ଜଣେ ହାଇପ୍ରୋଫାଇଲ ଲୋକଙ୍କ ମୋବାଇଲକୁ ଧରିବାକୁ ଜି ଜାନ ଲଗାଇ କୌଶଳ ଜାରି ରଖିଛି କମିସନରେଟ ପୋଲିସ । ଯାହାକୁ ନେଇ ରାଜଧାନୀର ବିଭିନ୍ନ ବସ୍ତିରେ ଚଢାଉ କରିଛି । ଏପରିକି ଅଭିଯୁକ୍ତର ଯୋଗାଯୋଗରେ ଥିବା ଲୋକଙ୍କୁ ମାରାଥନ ଜେରା କରୁଛି। ପରିବାର ଲୋକଙ୍କ ସହ ତାର ପ୍ରେମିକାକୁ ମଧ୍ୟ ପଚରା କରିଛି। ପୋଲିସ ଜାଣିବାକୁ ପାଇଛି ସେ ଏକ ମୋଷ୍ଟଓ୍ବଣ୍ଟେଡ କ୍ରିମିନାଲ ଗ୍ୟାଙ୍ଗର କାର୍ଯ୍ୟ ।

ଏପରିକି ସେହି ଗ୍ୟାଙ୍ଗ ଚୋରା ମୋବାଇଲ କାରବାର କରୁଥିବା ବେଳେ । ଯଦି ସେହି ମୋବାଇଲକୁ ବିକ୍ରି କରିଦିଏ ବା କାହା ହାତରେ ଲାଗିଯାଏ ତାହାଲେ କିଛି ସମସ୍ୟା ହୋଇପାରେ। ପୋଲିସ ପାଇ ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏହି ଅଧିକାରୀଙ୍କ ମୋବାଇଲ ଚୋରକୁ ଧରିବା ସହ ମୋବାଇଲ ଉଦ୍ଧାର କରିବା ବଡ ଚ୍ୟାଲେଞ୍ଜ ହୋଇଛି । ଯାହାକୁ ନେଇ ଗୁଇନ୍ଦା ବିଭାଗ ମଧ୍ୟ ପୋଲିସକୁ ସହଯୋଗ କରୁଛି। ସଟଡାଉନ ବେଳେ ପୋଲିସର ଏପରି ମୋବାଇଲ ପାଇ ଖାନତଲାସି କମିସନରେଟ ପୋଲିସର ଚିନ୍ତାକୁ ବଢାଇଛି ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.