ETV Bharat / city

ସୋମବାର ଠାରୁ ରାଜଧାନୀରେ ଗଡିବ ମୋ ସାଇକେଲ - bhubaneswar

ସୋମବାର ଠାରୁ ରାଜଧାନୀରେ ଗଡିବ ମୋ ସାଇକେଲ । ପ୍ରାଥମିକ ଭାବରେ ୩୫୦ ଟି ସାଇକେଲକୁ ଚଲେଇବା ପାଇଁ ଅନୁମତି ମିଳିଛି । ଅଧିକ ପଢନ୍ତୁ...

Mo cycle will run in the capital  from Monday
ସୋମବାର ଠାରୁ ରାଜଧାନୀରେ ଗଡିବ ମୋ ସାଇକେଲ
author img

By

Published : May 16, 2020, 7:05 PM IST

ଭୁବନେଶ୍ବର: ଜନସାଧାରଣଙ୍କ ଚାହିଦାକୁ ଆଖି ଆଗରେ ରଖି ରାଜ୍ୟ ସରକାର ମୋ ସାଇକେଲ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଆସନ୍ତା ଜୁନ ୩୦ ଯାଏ ମୋ ସାଇକେଲ ବ୍ୟବହାର କଲେ ଏଥିପାଇଁ କୈଣସି ଦେୟ ଦେବାକୁ ପଡିବ ନାହିଁ । ଏହାସହ ଗୋଟିଏ ଦିନରେ ଅନେକ ଥର ସାଇକେଲ ରାଇଡିଂର ସୁବିଧା ପାଇପାରିବେ କିନ୍ତୁ ୩୦ ମିନିଟରୁ ଅଧିକ ସମୟ ଚଲାଇଲେ ଗ୍ରାହକ ଭଡା ଦେବେ ।

ସୋମବାର ଠାରୁ ରାଜଧାନୀରେ ଗଡିବ ମୋ ସାଇକେଲ

କୋରୋନା ମହାମାରୀ ସମୟରେ ଶରୀରକୁ ସୁସ୍ଥ ରଖିବା ପାଇଁ ସାଇକେଲ ଚଳାଇବା ଲାଭଦାୟକ । ପ୍ରାଥମିକ ଭାବରେ ୩୫୦ ଟି ସାଇକେଲକୁ ଚଲେଇବା ପାଇଁ ଅନୁମତି ମିଳିଛି । ଏହାସହ ସାଇକେଲ ଗୁଡିକୁ ମଧ୍ୟ ବିଶୋଧନ କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.