ETV Bharat / city

‘ମୋ ବସ’ର ମହିଳା ସିଟରେ ବସୁଥିଲେ ସାବଧାନ ! - bhubaneswar news

ଯଦି କୌଣସି ପୁରୁଷ ମହିଳା ଯାତ୍ରୀଙ୍କ ସିଟରେ ବସୁଛନ୍ତି  ଏଣିକି ସାବଧାନ । କାରଣ  ଏନେଇ ପୁରୁଷଙ୍କୁ ଗଣିବାକୁ ପଡିବ ଫାଇନ । ଅଧିକ ଖବର ପଢନ୍ତୁ...

mo bus new rule for women
ମହିଳା ସିଟରେ ବସୁଥିଲେ ସାବଧାନ !
author img

By

Published : Jan 30, 2020, 9:37 PM IST

ଭୁବନେଶ୍ବର: ମହିଳାଙ୍କୁ ଗୁରୁତ୍ବ ଦେଲେ ରାଜ୍ୟ ସରକାର। ବସରେ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସିଟରେ ପୁରୁଷ ବସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

ମହିଳା ସିଟରେ ବସୁଥିଲେ ସାବଧାନ !

ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସିଟରେ କେବଳ ମହିଳା ଯାତ୍ରୀ ହିଁ ବସି ଯାତ୍ରା କରିପାରିବେ । ଯଦି କୌଣସି ପୁରୁଷ ମହିଳା ଯାତ୍ରୀଙ୍କ ସିଟରେ ବସୁଛନ୍ତି ଏଣିକି ସାବାଧାନ । କାରଣ ଏନେଇ ପୁରୁଷଙ୍କୁ ଗଣିବାକୁ ପଡିବ ଫାଇନ । ତେବେ ଏନେଇ ପୋଲିସ କମିଶନରେଟ ଏବଂ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ ପକ୍ଷରୁ ଘୋଷଣା କରାଯାଇଛି।

ଏପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମହିଳାମାନେ। କିଛି ପୁରୁଷ ଯାତ୍ରୀଙ୍କ ପ୍ରତିକ୍ରିୟା ଅନୁଯାୟୀ ସରକାର କେବଳ ମହିଳାଙ୍କ ପାଇଁ ଏଭଳି ସୁବିଧା କଲେ ହେବନି ପୁରୁଷ ମାନଙ୍କ ପାଇଁ ମଧ୍ୟ କିଛି କରିବା ଆବଶ୍ୟକ ଅଛି ବୋଲି କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବସରେ ଲେଡିଜ ସିଟ ରେ ବସିଲେ ଏଣିକି ଦେବାକୁ ପଡିବ ଫାଇନ।

Body:ମହିଳାଙ୍କୁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର।

ବସରେ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସିଟରେ ପୁରୁଷ ବସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ, ଏନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।
ଲେଡିଜ ସିଟରେ ବସିବା ନେଇ ଲାଗିଲା କଟକଣା। ବସରେ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଖୁସି ଖବର।ଏଣିକି ବସ ରେ ଥିବା ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସିଟ ରେ କେବଳ ମହିଳା ଯାତ୍ରୀ ହିଁ ବସି ଯାତ୍ରା କରିପାରିବେ।ଯଦି କୌଣସି ପୁରୁଷ ଯାତ୍ରୀ ମହିଳା ସିଟ ରେ ବସିଲେ ,ଦେବାକୁ ପଡିବ ଫାଇନ,ଏନେଇ ପୋଲିସ କମିଶନରେଟ ଏବଂ କ୍ୟାପିଟାଲ ରିଜିୟନ ଅର୍ବନ ଟ୍ରାନ୍ସପୋର୍ଟ କ୍ରୁଟ ପକ୍ଷରୁ ଘୋଷଣା କରାଯାଇଛି।ସରକାରଙ୍କ ଏହି ନିଷ୍ପତ୍ତି କୁ ସ୍ୱାଗତ କରିଛନ୍ତି ମହିଳାମାନେ।

ମହିଳା ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷା ନେଇ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

ତେବେ ଏନେଇ କିଛି ପୁରୁଷ ଯାତ୍ରୀଙ୍କ ପ୍ରତିକ୍ରିୟା ଅନୁଯାୟୀ ସରକାର କେବଳ ମହିଳାଙ୍କ ପାଇଁ ଏଭଳି ସୁବିଧା କଲେ ହେବନି ପୁରୁଷ ମାନଙ୍କ ପାଇଁ ମଧ୍ୟ କିଛି କରିବା ଆବଶ୍ୟକ ଅଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.