ETV Bharat / city

'ମିଶନ ସୁବିଦ୍ୟା' ଯୋଜନା ଲୋକାର୍ପିତ

ଅନୁସୂଚିତ ଜାତି ଓ ଜନଜାତି ଅଧିନରେ ଥିବା ଆବାସିକ ବିଦ୍ୟାଳୟ ଗୁଡିକର ସାମଗ୍ରିକ ମାନ ବୃଦ୍ଧି ସହ ମାନଯୁକ୍ତ ISO କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର 'ମିଶନ ସୁବିଦ୍ୟା' ଯୋଜନା ଲୋକାର୍ପିତ କରିଛନ୍ତି । ଅଧିକ ଖବର ପଢନ୍ତୁ...

ମିଶନ ସୁବିଦ୍ୟା ଯୋଜନା ଲୋକାର୍ପିତ
ମିଶନ ସୁବିଦ୍ୟା ଯୋଜନା ଲୋକାର୍ପିତ
author img

By

Published : Dec 4, 2019, 3:12 PM IST

Updated : Dec 4, 2019, 4:12 PM IST

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଅଧିନରେ ଥିବା ଆବାସିକ ବିଦ୍ୟାଳୟ ଗୁଡିକର ସାମଗ୍ରିକ ମାନ ବୃଦ୍ଧି ସହ ମାନଯୁକ୍ତ ISO କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର 'ମିଶନ ସୁବିଦ୍ୟା' ଯୋଜନା ଲୋକାର୍ପିତ କରିଛନ୍ତି । ଆଜି ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ଏସି, ଏସଟି ବିଭାଗ ଓ କ୍ବାଲିଟି କାଉନସିଲ ଅଫ ଇଣ୍ଡିଆ ସହ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି ।

mission subidya scheme
'ମିଶନ ସୁବିଦ୍ୟା' ଯୋଜନା ଲୋକାର୍ପିତ

ରାଜ୍ୟର ଥିବା ଆବାସିକ ବିଦ୍ୟାଳୟ ଗୁଡିକରେ ISO ପ୍ରମାଣ ପତ୍ର ପରିସର ଭୁକ୍ତ କରିବା ପାଇଁ ଯୋଗ୍ୟ ବିବେଚିତଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୮୦ଟି ଆବାସିବ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯିବ । ଆବାସିବ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଅକ୍ଷୟ ଫାଉଣ୍ଡେସନ ସହ ଏକ ବୁଝାବଣା ସ୍ଵାକ୍ଷରିତ ହୋଇଛି ।

ମିଶନ ସୁବିଦ୍ୟା ଯୋଜନା ଲୋକାର୍ପିତ

ଏହି ଯୋଜନା ମାଧ୍ୟମରେ ୧୫୦୦ ସହ ବିଦ୍ୟାଳୟରେ ପଢୁଥିବା ୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇଂରାଜୀ ଓ ଗଣିତକୁ ସହଜରେ ବୁଝିବା ପାଇଁ ଡିଜିଟାଲ ଲର୍ଣ୍ଣିଂ ମାଧ୍ୟମରେ ଉପଯୋଗ କରାଯିବ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ଅନୁସୁଚିତ ଜାତି ଓ ଜନଜାତି ଅଧିନରେ ଥିବା ଆବାଶିକ ବିଦ୍ୟାଳୟ ଗୁଡିକର ସାମଗ୍ରିକ ମାନ ବୃଦ୍ଧି ସହ ମାନଯୁକ୍ତ isoକରିବା ନିମନ୍ତେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 
ମିଶନ ସୁବିଦ୍ୟା ଯୋଯନା ଲୋକାର୍ପିତ କରିଛନ୍ତି ।ଆଜି ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମ ରେ ଏସି ଏସଟି ବିଭାଗ ଓ quality council of India ସହ ଏକ ବୁଝାବଣା ପତ୍ର ସ୍ଵାକ୍ଷରିତ ହୋଇଛି  ।ରାଜ୍ୟର ଥିବା ଆବାସିକ ବିଦ୍ୟାଳୟ ଗୁଡିକରେ ISO  ପ୍ରମାଣ ପତ୍ର ପରିଷର ଭୁକ୍ତ କରିବା ପାଇଁ ଯୋଗ୍ୟ ବିବେଚିତ କରାଯିବ  ପ୍ରଥମ ପର୍ଯ୍ୟାୟରେ ୧୮୦ଟି ଆବାସିବ ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରାଯିବ  ।ଆବାସିବ ବିଦ୍ୟାଳୟ ରେ ପଢୁଥିବା ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ର ଉନ୍ନତି ପାଇଁ ଅକ୍ଷୟ ଫାଉଣ୍ଡେସନ ସହ ଏକ ବୁଝାବଣା ସ୍ଵାକ୍ଷରିତ ହୋଇଛି ।ଏହି ଯୋଜନା ମାଧ୍ୟମରେ ୧୫୦୦ ସହ ବିଦ୍ୟାଳୟ ରେ ପଢୁଥିବା ୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଇଂରାଜୀ ଓ ଗଣିତ କୁ  ସହଜରେ ବୁଝିବା ପାଇଁ digital learning ମାଧ୍ୟମରେ ଉପଯୋଗ କରାଯିବ । 

Last Updated : Dec 4, 2019, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.