ETV Bharat / city

ନୂଆବର୍ଷ ପୂର୍ବରୁ ନୂଆ ଢଙ୍ଗରେ ଲୁଟ: ରାଜଧାନୀରୁ କଳାକନା‌ ବୁଲେଇଲେ ଲୁଟେରା

author img

By

Published : Dec 31, 2021, 10:03 PM IST

ବିଷାକ୍ତ ଗ୍ୟାସ ସ୍ପ୍ରେ କରି ଘରେ ପଶିଲେ ଲୁଟେରା । ଲୁଟିଲେ ୧୨ ଭରିର ସୁନା ଗହଣା ୫କେଜି‌ ଓଜନର ରୁପା ଗହଣା ସହ ୧୦ ହଜାର ଟଙ୍କା। ସାମନ୍ତରାପୁରର ମହାବୀର ନଗର ଅଞ୍ଚଳରେ ଘଟିଛି ଘଟଣା। ଅଧିକ ପଢନ୍ତୁ

ନୂଆବର୍ଷ ପୂର୍ବରୁ ନୂଆ ଢଙ୍ଗରେ ଲୁଟ : ରାଜଧାନୀରୁ କଳାକନା‌ ବୁଲେଇଲେ ଲୁଟେରା

ଭୁବନେଶ୍ବର : ବିଷାକ୍ତ ଗ୍ୟାସ ସ୍ପ୍ରେ କରି ଘରେ ପଶିଲେ ଲୁଟେରା । କୁକୁର ଓ ଲୋକଙ୍କୁ ଉପରକୁ ସ୍ପ୍ରେ କରି ଘରୁ ବୁଲାଇଲେ କଳାକାନା । ଲୁଟିଲେ ୧୨ ଭରିର ସୁନା ଗହଣା ୫କେଜି‌ ଓଜନର ରୁପା ଗହଣା ସହ ୧୦ ହଜାର ଟଙ୍କା। ସାମନ୍ତରାପୁରର ମହାବୀର ନଗର ଅଞ୍ଚଳରେ ଘଟିଛି ଘଟଣା।

ପ୍ରଥମେ ନିଶା ସ୍ପ୍ରେ କରି ଘର ଲୋକଙ୍କୁ ଲକ କଲେ । ପରେ ଲୁଟ କରି ଚମ୍ପଟ ମାରିଲେ । ମହାବୀର ନଗରର ମଞ୍ଜୁଶ୍ରୀ ମହାନ୍ତିଙ୍କ ଘରୁ ଏପରି କଳାକନା ବୁଲାଇ କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚିଛି । ରୋଷେଇ ଘରର ଝରକା ତାଡି ଘରକୁ ପଶିଥିବା ସୂଚନା ମିଳିଛି। ଏନେଇ ପୋଲିସ ତଦନ୍ତ ଜାରି ‌ରଖିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.