ETV Bharat / city

ନାବାଳିକା ଗଣଦୁଷ୍କର୍ମ ଘଟଣା, ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ୍‌

ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡାଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୋଟିସ । ଅଧିକ ପଢନ୍ତୁ...

ନାବାଳିକା ଗଣଦୁଷ୍କର୍ମ ଘଟଣା, ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ

author img

By

Published : Sep 12, 2020, 7:14 AM IST

ଭୁବନେଶ୍ବର:ନାବାଳିକା ଗଣ ଦୁଷ୍କର୍ମ ମାମଲାରେ କଠୋର ପଦକ୍ଷେପ । ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡାଙ୍କ ସମେତ କମିଶନରେଟ ପୋଲିସର ପୋଲିସ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ୍‌ କରିଛି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ନାବାଳିକା ଗଣଦୁଷ୍କର୍ମ ଘଟଣା, ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ
ନାବାଳିକା ଗଣଦୁଷ୍କର୍ମ ଘଟଣା, ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ

ଏନେଇ ଗତ 9 ତାରିଖରେ ନୋଟିସ ଜାରି କରାଯାଇଥିବା ବେଳେ ପୋଲିସ ଡିଜିଙ୍କୁ ମଧ୍ୟ ଏହାର ନକଲ ଦିଆଯାଇଛି । ଏଘଟଣାରେ ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁସାରେ କିଛି ଲୋକଙ୍କ ନାମରେ ଅଭିଯୋଗ କରାଯାଇଛି । ଯାହାକୁ ଭିତ୍ତି କରି ସେମାନଙ୍କୁ କିପରି ତଦନ୍ତ ପରିସରକୁ ନେଇ ତଦନ୍ତ କରାଯିବ ଏବଂ କଡା ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୋଟିସରେ ଦର୍ଶାଇଛନ୍ତି ।

ତେବେ ଘଟଣାକୁ ନେଇ ହସ୍ତକ୍ଷେପ ପରେ କଣ ପଦକ୍ଷେପ ନେଉଛି କମିସନରେଟ ପୋଲିସ ଏବଂ ଏମଡି ଜାଗି ମଙ୍ଗତ ପଣ୍ଡାଙ୍କ ସହ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତାକୁ ନେଇ ଅପେକ୍ଷା ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.