ETV Bharat / city

ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ; ଭାଇରାଲ ଅଡିଓ ନେଇ ଡିସିପିଙ୍କ ପ୍ରତିକ୍ରିୟା - ନାବାଳିକା ଗଣଦୁଷ୍କର୍ମ

ରାଜଧାନୀରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ । ଗଣମାଧ୍ୟମରେ ଅଡିଓ ବାର୍ତ୍ତାଳାପ ପ୍ରସାରଣ ନେଇ ଗଣମାଧ୍ୟମକୁ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ; ଅଡିଓ ଭାଇରାଲ ନେଇ ଡିସିପିଙ୍କ ପ୍ରତିକ୍ରିୟା

author img

By

Published : Sep 15, 2020, 4:15 PM IST

ଭୁବନେଶ୍ବର: ରାଜଧାନୀରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ । ଗଣମାଧ୍ୟମରେ ଅଡିଓ ବାର୍ତ୍ତାଳାପ ପ୍ରସାରଣ ନେଇ ଗଣମାଧ୍ୟମକୁ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ପ୍ରତିକ୍ରିୟା । ଏହା ହେଉଛି ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏଭଳି ଭାବରେ ଅଡିଓ ବାହାରେ ବୁଲିବା ଠିକ୍‌ ନୁହେଁ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ; ଅଡିଓ ଭାଇରାଲ ନେଇ ଡିସିପିଙ୍କ ପ୍ରତିକ୍ରିୟା
ଘଟଣାରେ ସମ୍ପୃକ୍ତ ଟିଭି ଚ୍ୟାନେଲର ୨ କର୍ମଚାରୀଙ୍କୁ ପଚରାଉଚରା ନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ତଦନ୍ତ ସମୟରେ ଏତଲାରେ ନାଁ ନଥିବା ଲୋକଙ୍କୁ ବି ପଚରାଉଚରା କରାଯିବ । ଘଟଣା ସହ ସମ୍ପୃକ୍ତ ସାକ୍ଷୀମାନଙ୍କୁ ଜେରା କରାଯାଉଛି । ବାକି ବ୍ୟକ୍ତିଙ୍କୁ ଚିହ୍ନଟ ଚାଲିଛି । ସମ୍ବେଦନଶୀଳ ମାମଲାକୁ ଠିକ୍‌ ଭାବେ ଡିଲ୍ କରାଯିବା ଦରକାର ବୋଲି ଡିସିପି ସୂଚନା ଦେଇଛନ୍ତି।ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.