ETV Bharat / city

ବଢିଲା ମଧ୍ୟାହ୍ନ ଭୋଜନ ରାସନ ଦର - ଭୁବନେଶ୍ବର

ମଧ୍ୟାହ୍ନ ଭୋଜନ ରାସନ ଦର ବୃଦ୍ଧି ହୋଇଛି । ଜୁଲାଇ ପହିଲାରୁ ଲାଗୁ ହେବ ବର୍ଦ୍ଧିତ ଦର ।

ଫାଇଲ ଫଟୋ
author img

By

Published : Jul 2, 2019, 9:25 PM IST

ଭୁବନେଶ୍ବର: ବଢିଲା ମଧ୍ୟାହ୍ନ ଭୋଜନ ରାସନ ଦର । ପ୍ରାଥମିକ ସ୍କୁଲ ପାଇଁ ପିଲା ପିଛା 4 ଟଙ୍କା 80 ରୁ 4ଟଙ୍କା 93 ପଇସା ଦରବୃଦ୍ଧି ହୋଇଛି । ସେହିପରି ଉଚ୍ଚ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ 7ଟଙ୍କା 16ରୁ 7ଟଙ୍କା 36 ପଇସାକୁ ବୃଦ୍ଧି କରାଯାଇଛି ।

ବଜାରରେ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର । ଜୁଲାଇ ପହିଲାରୁ ଏହା ଲାଗୁ ହେବ ବୋଲି ଜଣାପଡିଛି । ସୂଚନା ଥାଉକି, ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ କେନ୍ଦ୍ର 60 ପ୍ରତିଶତ ଓ ରାଜ୍ୟ 40 ପ୍ରତିଶତ ଅର୍ଥ ଭରଣା କରୁଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବଢିଲା ମଧ୍ୟାହ୍ନ ଭୋଜନ ରାସନ ଦର। ପ୍ରାଥମିକ ସ୍କୁଲ ପାଇଁ ପିଲା ପିଛା 4 ଟଙ୍କା 80 ରୁ 4ଟଙ୍କା 93 ପଇସା ବୃଦ୍ଧି ହୋଇଛି। ସେହିପରି ଉଚ୍ଚ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ଙ୍କ ପାଇଁ 7ଟଙ୍କା 16ରୁ 7ଟଙ୍କା 36 ପଇସାକୁ ବୃଦ୍ଧି ହୋଇଛି। ବଜାର ଦରରେ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର। ଜୁଲାଇ ପହିଲାରୁ ଏହା ଲାଗୁ ହେବ। ଯୋଜନା ପାଇଁ କେନ୍ଦ୍ର 60 ପ୍ରତିଶତ ଓ ରାଜ୍ୟ 40 ପ୍ରତିଶତ ଅର୍ଥ ଭରଣା କରୁଛନ୍ତି।

Body:ହହ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.