ETV Bharat / city

ସନ୍ଧ୍ୟା 6ଟାରେ କୋଭିଡ ଯୋଦ୍ଧାଙ୍କ ପାଇଁ କଣ ହେବ ଶପଥ ପାଠ ? ଦେଖନ୍ତୁ ରିପୋର୍ଟ - କୋଭିଡ ଯୋଦ୍ଧାଙ୍କ ପାଇଁ ହେବାକୁ ଥିବା ଶପଥ ପାଠରେ କଣ ରହିଛି

ବୁଧବାର ସନ୍ଧ୍ୟା 6 ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇବେ । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । କୋଭିଡ ଯୋଦ୍ଧାଙ୍କ ପାଇଁ ହେବାକୁ ଥିବା ଶପଥ ପାଠରେ କଣ ରହିଛି ଦେଖନ୍ତୁ ଏହି ରିପୋର୍ଟ...

ଆଜି ସନ୍ଧ୍ୟା 6 ଟାରେ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ

author img

By

Published : Aug 5, 2020, 3:44 PM IST

ଭୁବନେଶ୍ୱର: ଆଜି (ବୁଧବାର) ସନ୍ଧ୍ୟା 6 ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇବେ । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ଟିଭି, ସୋସିଆଲ ମିଡିଆରେ ସମସ୍ତଙ୍କୁ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ । ଏଥି ସହିତ କୋଭିଡ ଯୋଦ୍ଧାଙ୍କ ପାଇଁ 1 ମିନିଟ ନିରବ ପ୍ରାର୍ଥନା ମଧ୍ୟ କରାଯିବ । ଏନେଇ ସବୁ କର୍ମଚାରୀ ଓ ଅଧିକାରୀଙ୍କୁ ଚିଠି ଲେଖିଛି ସାଧାରଣ ପ୍ରଶାସନ ବିଭାଗ ।

ଆଜି ସନ୍ଧ୍ୟା 6 ଟାରେ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ
ଆଜି ସନ୍ଧ୍ୟା 6 ଟାରେ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ

ତେବେ ଶପଥ ପାଠରେ କଣ ରହିବ ତାହା ନେଇ ଚିଠିରେ ଉଲ୍ଲେଖ ରହିଛି । ଯେପରିକି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା, ଏହା ପ୍ରତିଟି ଲୋକର ଲଢେଇ, କୋଭିଡ ଲଢେଇ ଆମ ସମସ୍ତଙ୍କ ଲଢେଇ ଆଦି ଉଲ୍ଲେଖ ରହିଛି ।

https://etvbharatimages.akamaized.net/etvbharat/prod-images/od-bbs-4-oathtaking-avo-7205239_05082020144957_0508f_1596619197_720.png

ତେବେ ପୂର୍ବରୁ ଅର୍ଥାତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏହା ନିବେଦନ କରିଥିଲେ ଯେ, ଆମର ଆରୋଗ୍ୟ ସଂଖ୍ୟାରେ ବୃଦ୍ଧି ଏବଂ ମୃତ୍ୟୁ ହାର କମ ରହିଛି । ଆମର ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଧତା, ନିଷ୍ଠା, ଓ ଅବିରତ ସେବା ଯୋଗୁଁ ଏହା ସମ୍ଭବ ହୋଇଛି । ସେଥିପାଇଁ ସେ ସାଢେ 4 କୋଟି ଓଡିଆଙ୍କୁ ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ସନ୍ଧ୍ୟା 6 ଟାରେ କୋଭିଡ ଯୋଦ୍ଧା ପାଇଁ ନିରବ ପ୍ରାର୍ଥନା କରନ୍ତୁ । ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରନ୍ତୁ ବୋଲି ନିବେଦନ କରିଥିଲେ ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.