ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ, ବିଶାଳ ରାଲି କରି ନବୀନ ନିବାସ ଘେରିଲା ବିଜେପି - ମମିତା ପାଇଁ ବିଜେପିର ମହାସଂଗ୍ରାମ

ମମିତା ପାଇଁ ବିଜେପିର ମହାସଂଗ୍ରାମ । ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରାଯିବା ନେଇ ଆଜି(ସୋମବାର) ନବୀନ ନିବାସ ଘେରାଉ କରିଛି ବିଜେପି । ଅଧିକ ପଢନ୍ତୁ...

ମମିତା ପାଇଁ ବିଜେପିର ମହାସଂଗ୍ରାମ, ନବୀନ ନିବାସ ଘେରାଉ

author img

By

Published : Nov 8, 2021, 10:56 AM IST

Updated : Nov 8, 2021, 11:33 AM IST

ଭୁବନେଶ୍ବର: ମମିତା ପାଇଁ ବିଜେପିର ମହାସଂଗ୍ରାମ । ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରାଯିବା ନେଇ ଆଜି(ସୋମବାର) ନବୀନ ନିବାସ ଘେରାଉ କରିଛି ବିଜେପି । ଏହାସହ ସିଏମ ନବୀନ ପଟ୍ଟନାୟକ ତଥା ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କ 314ଟି ବ୍ଲକରେ ଆଜି ବିଜେପି ରାଜ୍ୟସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଆଜି କଳାହାଣ୍ଡି ଗସ୍ତ ଥିବା ବେଳେ, ଯିବା ପୂର୍ବରୁ ନବୀନ ନିବାସ ଘେରାଉ ସହ ନବୀନ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି ।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ, ବିଶାଳ ରାଲି କରି ନବୀନ ନିବାସ ଘେରିଲା ବିଜେପି

ଏପଟେ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିଲାଣି । କିନ୍ତୁ ଆଇନକୁ ତା’ବାଟରେ ଯିବାକୁ ନଦେଇ ଧ୍ରୁତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା ନେତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି କହିଛି । ତେଣୁ ମମିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବରାଜ ହରିଚନ୍ଦନ କହିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Nov 8, 2021, 11:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.