ETV Bharat / city

OAS ସ୍ତରରେ ଅଦଳବଦଳ

OAS trasfer
ଓଏଏସ ସ୍ତରରେ ଅଦଳବଦଳ
author img

By

Published : Feb 3, 2020, 5:56 PM IST

Updated : Feb 3, 2020, 6:24 PM IST

17:47 February 03

OAS ସ୍ତରରେ ଅଦଳବଦଳ

OAS trasfer
ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଓଡିଶା ପ୍ରଶାସନିକ ସେବା ( ଓଏଏସ) ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଭୟ କୁମାର ନାୟକଙ୍କୁ ଗୋପବନ୍ଧୁ ଏକାଡେମୀର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।  ପୂର୍ବରୁ ସେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ । ସେହିପରି ଗଣେଶ୍ବର ଜେନାଙ୍କୁ ପୂର୍ବରୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ବର୍ତ୍ତମାନ ତାଙ୍କୁ ଇଡ଼କୋର ସାଧାରଣ ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଛି । 

ରଘୁରାମ ଆୟର ଯିଏ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ନିର୍ଦ୍ଦେଶକ ଥିଲେ ତାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଏଥିସହିତ ସେ ଓପେପାର ଅତିରିକ୍ତ ନିର୍ଦ୍ଦେଶକ ରହିବେ ।  ସେହିପରି ମହେଶ କୁମାର ଚୌଧୁରୀ ହେଲେ ପାରାଦୀପ ମ୍ୟୁନସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ । ତେବେ 7 ଦିନ ମଧ୍ୟରେ  ସମସ୍ତ ଅଧିକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ  ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ 
 
Intro:ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଭୟ କୁମାର ନାୟକଙ୍କୁ ଗୋପବନ୍ଧୁ ଏକାଡେ଼ମୀ ର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ଗଣେସ୍ୱର ଜେନା ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କୁ ଇଡ଼କୋର ସାଧାରଣ ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଛି। ରଘୁରାମ ଆୟର ଯେ କି ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ନିର୍ଦ୍ଦେଶକ ଥିଲେ ତାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଏଥିସହିତ ସେ ଓପେପାର ଅତିରିକ୍ତ ନିର୍ଦ୍ଦେଶକ ରହିବେ। ମହେଶ କୁମାର ଚୌଧୁରୀ ହେଲେ ପାରାଦ୍ୱୀପ ମୁନିସିପାଳିଟିର କାର୍ଯ୍ୟନିର୍ବାହୀ ଅଧିକାରୀ। 7 ଦିନ ମଧ୍ୟରେ କାର୍ୟ୍ଯରେ ଯୋଗ ଦେବାକୁ କୁହାଯାଇଛି।Body:KConclusion:
Last Updated : Feb 3, 2020, 6:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.