ETV Bharat / city

ମହାନଦୀ ଜଳ ବିବାଦ: ଶୁଣାଣି ପୂର୍ବରୁ ଉଭୟ ରାଜ୍ୟର ଆଇନଜୀବୀଙ୍କ ବୈଠକ - ଓଡିଶା ଭବନରେ ଓଡିଶା ଓ ଛତିଶଗଡର ଆଇନଜୀବୀ

ଆସନ୍ତାକାଲି(ଶନିବାର) ଟ୍ରିବ୍ୟୁନାଲରେ ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଏହା ପୂର୍ବରୁ ଆଜି (ଶୁକ୍ରବାର) ଓଡିଶା ଭବନରେ ଓଡିଶା ଓ ଛତିଶଗଡର ଆଇନଜୀବୀଙ୍କ ମଧ୍ୟରେ ବୈଠକ ବସିବ ।

ଫାଇଲ ଫଟୋ
author img

By

Published : Sep 27, 2019, 3:06 PM IST

ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ଟ୍ରିବ୍ୟୁନାଲରେ ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଏହା ପୂର୍ବରୁ ଆଜି (ଶୁକ୍ରବାର) ଓଡିଶା ଭବନରେ ଓଡିଶା ଓ ଛତିଶଗଡର ଆଇନଜୀବୀଙ୍କ ମଧ୍ୟରେ ବୈଠକ ବସିବ । ଶୁଣାଣି ପୂର୍ବରୁ ଆଜି ଉଭୟ ପକ୍ଷର ଆଇନଜୀବୀ ବିଭିନ୍ନ ବିଷୟ ନେଇ ଆଲୋଚନା କରିବେ ।

ଓଡିଶାର ଆ଼ଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ସହ ଅନ୍ୟ ଆଇନଜୀବୀମାନେ ଉପସ୍ଥିତ ଅଛନ୍ତି। ସେହିପରି ଛତିଶଗଡ ପକ୍ଷରୁ ପ୍ୟାନେଲରେ ଥିବା ଆଇନଜୀବୀ ଉପସ୍ଥିତ ରହିବେ। ସୂଚନା ଅନୁସାରେ ଛତିଶଗଡ ଓ ଓଡିଶା ସତ୍ୟପାଠ ମାଧ୍ୟମରେ ନିଜ ନିଜର ପକ୍ଷ ଟ୍ରିବ୍ୟୁନାଲରେ ରଖିଛନ୍ତି।

ତେବେ ଆସନ୍ତାକାଲି ଶୁଣାଣି ପୂର୍ବରୁ ଆଇନଜୀବୀଙ୍କ ଏହି ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.