ETV Bharat / city

ଆହୁରି 24 ଘଣ୍ଟା ଭିଜିବ ଓଡିଶା

ଆହୁରି 24 ଘଣ୍ଟା ଭିଜିବ ସମଗ୍ର ଓଡିଶା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 2, 2019, 7:32 AM IST

ଭୁବନେଶ୍ବର: ଆହୁରି 24 ଘଣ୍ଟା ଭିଜିବ ସାରା ଓଡିଶା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଦେଖାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗୋଟିଏ ପଟେ ଲଘୁଚାପ ଜନିତ ବର୍ଷା ଜାରି ଥିବା ବେଳେ ଢେଙ୍କାନାଳ, କଟକ, ଅନୁଗୋଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଏବଂ ପୁରୀ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆହୁରି 24 ଘଂଟା ଭ ସାରା ଓଡ଼ିଶା ଭିଜିବ । ଅନ୍ୟ ପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କିଛି ଅଞ୍ଚଳରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଦେଖାଯାଇଛି। ଆଜି ଓ କାଲି ପର୍ଯ୍ୟନ୍ତ ରାଜ୍ୟ ରେ ଲଘୁଚାପ ଜନିତ ବର୍ଷା ହେବା ସହ ଢେ଼ଙ୍କାନାଳ, କଟକ,ଅନୁଗୁଳ ,ବୌଦ୍ଧ, ସେନପୁର,କଳାହାଣ୍ଡି, ପୁରି ରେ ଅତି ରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦିଆଯାଇଛି।

Body:ଆହୁରି 24 ଘଂଟା ଭ ସାରା ଓଡ଼ିଶା ଭିଜିବ । ଅନ୍ୟ ପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କିଛି ଅଞ୍ଚଳରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଦେଖାଯାଇଛି। ଆଜି ଓ କାଲି ପର୍ଯ୍ୟନ୍ତ ରାଜ୍ୟ ରେ ଲଘୁଚାପ ଜନିତ ବର୍ଷା ହେବା ସହ ଢେ଼ଙ୍କାନାଳ, କଟକ,ଅନୁଗୁଳ ,ବୌଦ୍ଧ, ସେନପୁର,କଳାହାଣ୍ଡି, ପୁରି ରେ ଅତି ରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦିଆଯାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.