ETV Bharat / city

ଆସୁଛି ଲଘୁଚାପ, ଓଡ଼ିଶାରେ ପଡ଼ିବ କି ପ୍ରଭାବ ?

author img

By

Published : Apr 3, 2022, 1:17 PM IST

ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା 6 ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

low pressure area is likely to form over southeast bay of bengal during subsequent next24 hours
ଆସୁଛି ଲଘୁଚାପ, ଓଡ଼ିଶାରେ ପଡ଼ିବ କି ପ୍ରଭାବ?

ଭୁବନେଶ୍ବର: ମାଡ଼ି ଆସୁଛି ଲଘୁଚାପ । ଆସନ୍ତା 6 ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • #୬ଅପ୍ରେଲ ୨୦୨୨ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ #ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି ଯାହା ପ୍ରଭାବରେ ପରବର୍ତୀ #୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି

    — Meteorological Centre, Bhubaneswar (@mcbbsr) April 3, 2022 " class="align-text-top noRightClick twitterSection" data=" ">

ଘୂର୍ଣ୍ଣିବଳୟ ପ୍ରଭାବରେ 24 ଘଣ୍ଟା ମଧ୍ୟରେ 9 ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନା ନାହିଁ ତାହା ଏଯାଏ ଜଣାପଡ଼ିନାହିଁ । ଗତକାଲିର ନିମ୍ନ ଚାପ ରେଖା ଆଜି ମଧ୍ୟ ସମୁଦ୍ର ପତ୍ତନଠାରୁ 1.5 କିମି ଦୂରରେ ପୂର୍ବ-ବିହାରରୁ ଉତ୍ତର ଓଡ଼ିଶା ଯାଏ ଲମ୍ବିଛି । ଅନ୍ୟପଟେ ଝାଡ଼ଖଣ୍ଡ ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ରାଜ୍ୟରେ ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ହ୍ରାସ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.